
ମୋବାଇଲ ନ୍ୟୁଜ 24×7; ସରକାରରେ ଯିଏ ରହିବେ ରାଜଧର୍ମ ପାଳନ ଆଗ କରିବେ । ବିକାଶ ପଛରେ, ଜୀବନ ରକ୍ଷା ପ୍ରଥମ କର୍ତ୍ତବ୍ୟ ହେବା ଦରକାର। ଯାହା ଆଜି ଠାରୁ ଦେଖିବାକୁ ମିଳିବ। ବେଙ୍ଗଲରେ ଅପରାଧ ହେଉଥିଲେ ମଧ୍ୟ କାର୍ୟ୍ୟାନୁଷ୍ଠାନ ହେଉନଥିଲା । ବେଙ୍ଗଲରେ ଦିଦିରାଜ୍ ଖତମ୍ ହେଲା । ସେହିପରି ମୁଁ ଶୁଭେନ୍ଦୁ ଅଧିକାରୀଙ୍କୁ ଜାଣିଛି। ଆନ୍ଦୋଳନରୁ ତାଙ୍କ ଜନ୍ମ। ମୁଁ ବ୍ୟକ୍ତିଗତ ଭାବେ ଅନେକ ନେତାଙ୍କୁ ଜାଣିଛି । ଏଣିକି ଅପରାଧ ମୁକ୍ତ ବଙ୍ଗଳା ହେବ । ଶନିବାର ଏପରି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ପଶ୍ଚିମବଙ୍ଗ ରାଜନୀତିକୁ ନେଇ ମନ୍ତ୍ରୀ ଆଉ କ’ଣ କହିଛନ୍ତି ଜାଣିବା ପାଇଁ ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ –




