ଅନ୍ୟାନ୍ୟଜାତୀୟ

ଦେଶକୁ ମିଳିଲେ ନୂଆ ସିଡିଏସ୍

 ଭୁବନେଶ୍ୱର , CDS ସହ ସାମରିକ ବ୍ୟାପାର ବିଭାଗର ସଚିବ ଭାବେ, ଲେଫ୍ଟନାଣ୍ଟ ଜେନେରାଲ୍ ଏନ୍.ଏସ୍ ରାଜା ସୁବ୍ରମଣି ଙ୍କୁ ଦାୟିତ୍ବ ଦେଇଛନ୍ତି, କେନ୍ଦ୍ର ସରକାର।ଲକ୍ଷ୍ନୌର ସେଣ୍ଟ୍ରାଲ୍ ଆର୍ମି କମାଣ୍ଡର ଭାବେ ଦୀର୍ଘ ଦିନର ଅଭିଜ୍ଞତା ରହିଛି।ସୁବ୍ରମଣି ବର୍ତ୍ତମାନ ଜାତୀୟ ସୁରକ୍ଷା ପରିଷଦ ସଚିବାଳୟର ସାମରିକ ପରାମର୍ଶଦାତା ଅଛନ୍ତି। ପୂର୍ବରୁ ସେ ସେନା ଉପାଧ୍ୟକ୍ଷ ଥିଲେ। ୨୦୨୪ ପର୍ଯ୍ୟନ୍ତ କେନ୍ଦ୍ରୀୟ କମାଣ୍ଡର ଜେନେରାଲ ଅଫିସ୍ ର କମାଣ୍ଡିଂ-ଇନ୍-ଚିଫ୍ ବି ସେ ଥିଲେ।ପୁଣେ ଏନଡିଏ ଓ ପରେ ଡେରାଡୁନ ଇଣ୍ଡିଆନ୍ ମିଲିଟାରୀ ଏକାଡେମୀରୁ ପାସ୍ ହୋଇଛନ୍ତ ଲେଫ୍ଟନାଣ୍ଟ ଜେନେରାଲ୍ ଏନ୍.ଏସ୍ ରାଜା। ୧୯୮୫ରେ ଗରୱାଲ୍ ରାଇଫଲସରେ, ଯୋଗ ଦେଇଥିଲେ।ଉତ୍ତର ଭାରତ ଓ ସୀମାବର୍ତ୍ତି ଅଞ୍ଚଳର ସୁରକ୍ଷା, ଗୁଇନ୍ଦା ଏବଂ ଅପରେସନର ଅଦ୍ଭୁତ ଦକ୍ଷତା ରହିଛି ଲେଫ୍ଟନାଣ୍ଟ ଜେନେରାଲ୍ ସୁବ୍ରମଣିଙ୍କ ପାଖରେ।

Related Articles

Back to top button