ଜାତୀୟରାଜନୀତି

ପଦରୁ ଇସ୍ତଫା ଦେବାକୁ ନାରାଜ  ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।

ଭୁବନେଶ୍ୱର ,ଟିଏମସିର ନେତାଙ୍କ ଏକ ବୈଠକ ଡକାଇ, ମମତା ଦଳ ଓ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ତୃଣମୂଳ କଂଗ୍ରେସ ମୁଖ୍ୟ। ସେ କହିଛନ୍ତି ଏକ ପ୍ରତିକାତ୍ମକ ପ୍ରତିବାଦ ସ୍ବରୂପ ସେ ତାଙ୍କ ପଦ ବଜାୟ ରଖିବେ ଏବଂ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା, ଦେବେ ନାହିଁ ବରଂ ରାଜ୍ୟପାଳ ତାଙ୍କୁ ବରଖାସ୍ତ କରିବା ନିଷ୍ପତ୍ତିକୁ ଅପେକ୍ଷା କରିବେ।ସେପଟେ ତାଙ୍କୁ ଯେଉଁ ଦିନ ବରଖାସ୍ତ କରାଯିବ ସେ ଦିନ କଳା ଦିନ ହେବ ବୋଲି ମମତା ଦଳୀୟ ବୈଠକରେ କହିିଛନ୍ତି। ସେପଟେ ବିଧାନସଭାର ପ୍ରଥମ ଦିନରେ, ଟିଏମସିର ବିଧାୟକଙ୍କୁ କଳା ଡ୍ରେସ୍ ପିନ୍ଧିବାକୁ, ଚେତାବନୀ ଦେଇଛନ୍ତି ମମତା। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିପୁଳ, ବିଜୟ ସହ ବିଜେପି ସରକାର ଗଠନ କରିବାକୁ ଯାଉଥିବା ବେଳେ, ଏପଟେ ପଦରୁ ଇସ୍ତଫା ଦେବାନକୁ ନାରାଜ ବିଦାୟୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।

Related Articles

Back to top button