
ଭୁବନେଶ୍ୱର,ICSE ଓ ISC ରେଜଲ୍ଟ ଆଜି ଦିନ ୧୧ଟାରେ ପ୍ରକାଶ ପାଇଛି ।
କାଉନସିଲ୍ ଫର୍ ଦି ଇଣ୍ଡିଆନ୍ ସ୍କୁଲ ସାର୍ଟିଫିକେଟ୍ ଏକ୍ସାମିନେସନ୍ସ ବା CISCE ପକ୍ଷରୁ ଆଜି ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ ଘୋଷଣା, କରାଯାଇଛି।
ଛାତ୍ରଛାତ୍ରୀମାନେ ନିଜର ରେଜଲ୍ଟ ଦେଖିପାରିବେ।
ୱେବସାଇଟ୍ ବ୍ୟତୀତ SMS ଜରିଆରେ, ମଧ୍ୟ ପରୀକ୍ଷା ଫଳ ଜାଣିହେବ।
ଅଫିସିଆଲ୍ ୱେବସାଇଟ୍ cisce.org ଏବଂ results.cisce.org ମାଧ୍ୟମରେ ରେଜଲ୍ଟ ପ୍ରକାଶ ପାଇଛି।




