
ଭୁବନେଶ୍ୱର,ଡିଏନକେ ଓ ଯୁଭି ୩ ଡଙ୍ଗରୀଗୁଡ଼ାର ଦୁଇ ବ୍ୟବସାୟୀ ଙ୍କ ଘରେ ପୁଲିସ୍ ଚଢାଉ କରିଥିଲା ।
ବିଜନ ମଲ୍ଲିକ ଓ ପ୍ରତାପ ଚନ୍ଦ୍ର ସାହାଙ୍କ ଘରୁ ଲକ୍ଷାଧିକ ଟଙ୍କାର ବେଆଇନ୍ ବାଣ ଜବତ ହୋଇଛି।
କିଛି ଦିନ ତଳେ ଵିରମିତ୍ରପୁର ଗୋଲବଜାର ମାର୍କେଟରେ ଥିବା ତିନୋଟି ବେଆଇନ, ଵାଣ ଦୋକାନରେ ଵିରମିତ୍ରପୁର ଥାନା ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଥିଲା ।
ପ୍ରାୟ କୋଟିଏ ଟଙ୍କା ମୁଲ୍ୟର ଵାଣ ଜଵତ କରିଥିଲା ପୋଲିସ । ତିନୋଟି ଦୋକାନରେ ଵିନା ଲାଇସେନ୍ସରେ ଵେଆଇନ ଭାବେ ମହଜୁଦ ଥିବା ୫ ଶହ ୪୫ ପେଟି ଵାଣ ଜଵତ ହୋଇଥିଲା ।
ଲକ୍ଷାଧିକ ଟଙ୍କାର ଗଚ୍ଛିତ ବେଆଇନ୍ ବାଣ ଜବତ, ୨ ବ୍ୟବସାୟୀ ଅଟକ।
ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌରାଞ୍ଚଳରେ।




