
ଭୁବନେଶ୍ୱର ,ପ୍ରତିଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ଅପରାହ୍ନ ହେଉ ହେଉ ତାଣ୍ଡବ ରଚୁଛି କାଳବୈଶାଖୀ ।
ଗଞ୍ଜାମ ଖଲ୍ଲିକୋଟ ଅଞ୍ଚଳରେ ପ୍ରବଳ ଝଡ଼ବର୍ଷା….ପ୍ରବଳ ବର୍ଷା, ପବନ ଯୋଗୁଁ ବହୁ ଗଛ ଭାଙ୍ଗିଛି….
ଦିଗପହଣ୍ଡି ଅଂଚଳରେ ବି ଝଡ଼ବର୍ଷା ପ୍ରଭାବ ଦେଖିବାକୁ ମିଳିଛି ।
ବାଲେଶ୍ବର ଓ ବାଙ୍କୀରେ ବି କାଳବୈଶାଖୀ ତାଣ୍ଡବର ପ୍ରଭାବ ପଡିଛି ।
ଗଂଜାମ ଖଲ୍ଲିକୋଟ ଅଂଚଳରେ କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଛି ।
ପ୍ରବଳ ବର୍ଷା, ପବନ ଯୋଗୁଁ ବହୁ ଗଛ ଭାଙ୍ଗିଛି। କୁଆପଥର ବର୍ଷା ମଧ୍ୟ ହୋଇଛି ।




