ରାଜନୀତିସ୍ୱାସ୍ଥ୍ୟ

ବରିଷ୍ଠ କଂଗ୍ରେ ସନେତ୍ରୀ ସୋନିଆ ଗାନ୍ଧି ଅସୁସ୍ଥ।

ଭୁବନେଶ୍ୱର ,ବରିଷ୍ଠ କଂଗ୍ରେ ସନେତ୍ରୀ ସୋନିଆ ଗାନ୍ଧି ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ  ଭର୍ତ୍ତି କରାଯାଇଛି।

ଫୁସଫୁସ ସମ୍ବନ୍ଧୀୟ ସମସ୍ୟା ନେଇ ହଠାତ୍ ଅସୁସ୍ଥ ହୋଇପଡିଥିବା ଜଣାପଡ଼ିଛି।

ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ନେଇ ଡାକ୍ତର ସୂଚନା ଦେଇଛନ୍ତି….

ଏହା ପୂର୍ବରୁ ଚଳିତ ବର୍ଷ ଫେବ୍ରୁଆରୀ ମାସରେ ମଧ୍ୟ ଶ୍ବାସକ୍ରିୟାରେ ସମସ୍ୟା କାରଣରୁ ତାଙ୍କୁ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ହସ୍ପିଟାଲରେ ରାହୁଲ ଓ ପ୍ରିୟଙ୍କା ଗାନ୍ଧି ମଧ୍ୟ ଥିବା ଜାତୀୟ ଗଣମାଧ୍ୟମରୁ ଜଣାପଡିଛି।

Related Articles

Back to top button