ଜାତୀୟରାଜନୀତି

ବଦଳିଲେ ଓଡ଼ିଶା ବିଜେପି ପ୍ରଭାରୀ ।

ସମସ୍ତ ରାଜ୍ୟ ପାଇଁ ନୂଆ ଇନଚାର୍ଜ ଘୋଷଣା ଭାରତୀୟ ଜନତା ପାର୍ଟି (BJP) ପକ୍ଷରୁ ସଂଗଠନକୁ ସୁଦୃଢ଼ କରିବା ପାଇଁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ନୂଆ ପ୍ରଭାରୀ ଏବଂ ସହ-ପ୍ରଭାରୀମାନଙ୍କ ନାମ ଘୋଷଣା କରାଯାଇଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନଙ୍କ ନିର୍ଦ୍ଦେଶକ୍ରମେ ୩୬ ଜଣ ପ୍ରଭାରୀଙ୍କ ନାଁ ଘୋଷଣା କରାଯାଇଛି ।ସାଂଗଠନିକ ଦୃଷ୍ଟିକୋଣରୁ ଓଡ଼ିଶା ପାଇଁ ବରିଷ୍ଠ ନେତ୍ରୀ ଡି. ପୁରନ୍ଦେଶ୍ୱରୀଙ୍କୁ ରାଜ୍ୟ ପ୍ରଭାରୀ ଭାବେ ନିଯୁକ୍ତି ଦେଇଛନ୍ତି କେନ୍ଦ୍ରୀୟ ନେତୃତ୍ବ ।

ସେହିଭଳି ସ୍ୱଦେଶ ସିଂହଙ୍କୁ ସହ-ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି । ସେହିପରି ଓଡ଼ିଶାର ବରିଷ୍ଠ ନେତା ବୈଜୟନ୍ତ ଜୟ ପଣ୍ଡାଙ୍କୁ ମହାରାଷ୍ଟ୍ର ଭଳି ଗୁରୁତ୍ୱପୂର୍ଣ୍ଣ ରାଜ୍ୟର ପ୍ରଭାରୀ ଦାୟିତ୍ୱ ମିଳିଛି ।ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳୱାରୀ ପ୍ରଭାରୀ ଓ ସହ-ପ୍ରଭାରୀ ତାଲିକା:

ଓଡ଼ିଶା: ଡି. ପୁରନ୍ଦେଶ୍ୱରୀ (ପ୍ରଭାରୀ), ଡକ୍ଟର ସ୍ୱଦେଶ ସିଂହ (ସହ-ପ୍ରଭାରୀ)
ଅଣ୍ଡାମାନ & ନିକୋବର: ଜୟ ପ୍ରକାଶ (ପ୍ରଭାରୀ)
ଅରୁଣାଚଳ ପ୍ରଦେଶ: ଡକ୍ଟର ଦେବେଶ କୁମାର (ପ୍ରଭାରୀ)
ଆନ୍ଧ୍ର ପ୍ରଦେଶ: ଡକ୍ଟର ଅରବିନ୍ଦ ଭଦୋରିଆ (ପ୍ରଭାରୀ), ବନଥୀ ଶ୍ରୀନିବାସନ (ସହ-ପ୍ରଭାରୀ)
ଆସମ: ମଙ୍ଗଳ ପାଣ୍ଡେ (ପ୍ରଭାରୀ), ଫାଙ୍ଗନୋନ୍ କୋନ୍ୟାକ୍, ମନୋଜ ଟିଗା (ସହ-ପ୍ରଭାରୀ)
ବିହାର: ହରୀଶ ଦ୍ୱିବେଦୀ (ପ୍ରଭାରୀ), ସଙ୍ଗୀତା ଯାଦବ, ରୋହନ ଗୁପ୍ତା, ମହେନ୍ଦ୍ର ପାଣ୍ଡେ (ସହ-ପ୍ରଭାରୀ)
ଚଣ୍ଡୀଗଡ଼: ସ୍ମୃତି ଇରାନୀ (ପ୍ରଭାରୀ)
ଛତିଶଗଡ଼: ସ୍ମୃତି ଇରାନୀ (ପ୍ରଭାରୀ), ସିଦ୍ଧାର୍ଥ ଶମ୍ଭୁ, ବର୍ଷାବେନ୍ ନରେନ୍ଦ୍ରଭାଇ ଦୋଶୀ (ସହ-ପ୍ରଭାରୀ)
ଦାଦରା ନଗର ହବେଲୀ & ଦମନ ଏବଂ ଦୀଉ: ସିଦ୍ଧାର୍ଥ ଶମ୍ଭୁ (ପ୍ରଭାରୀ)
ଦିଲ୍ଲୀ: ଡକ୍ଟର ବିନୟ ସହସ୍ରବୁଦ୍ଧେ, ଜାମୟାଙ୍ଗ ତ୍ସେରିଙ୍ଗ ନାମଗ୍ୟାଲ (ପ୍ରଭାରୀ), ଦର୍ଶନାବେନ୍ ଜରଦୋଶ (ସହ-ପ୍ରଭାରୀ)
ଗୋଆ: ଡକ୍ଟର ଭାରତୀ ପ୍ରବୀଣ ପୱାର (ପ୍ରଭାରୀ), ଅନିଲ ଆଣ୍ଟୋନୀ (ସହ-ପ୍ରଭାରୀ)
ଗୁଜରାଟ: ତରୁଣ ଚୁଘ (ପ୍ରଭାରୀ), ଅଜୟ ମହାବର, ଗୋମତୀ ସାଇ (ସହ-ପ୍ରଭାରୀ)
ହରିୟାଣା: ସ୍ମୃତି ଇରାନୀ (ପ୍ରଭାରୀ), ଡକ୍ଟର ଭୋଲା ସିଂହ (ସହ-ପ୍ରଭାରୀ)
ହିମାଚଳ ପ୍ରଦେଶ: ଶ୍ରୀକାନ୍ତ ଶର୍ମା (ପ୍ରଭାରୀ), ଦର୍ଶନା ସିଂହ (ସହ-ପ୍ରଭାରୀ)
ଜାମ୍ମୁ & କାଶ୍ମୀର: ଡକ୍ଟର ସତୀଶ ପୁନିଆ (ପ୍ରଭାରୀ), ରୀନା କଶ୍ୟପ, ଗଜେନ୍ଦ୍ର ପଟେଲ (ସହ-ପ୍ରଭାରୀ)
ଝାଡ଼ଖଣ୍ଡ: ସୌରଭ ସିଂହ (ପ୍ରଭାରୀ), ନିବେଦିତା ସିଂହ (ସହ-ପ୍ରଭାରୀ)
କର୍ଣ୍ଣାଟକ: ହରୀଶ ଦ୍ୱିବେଦୀ (ପ୍ରଭାରୀ), ଡକ୍ଟର କସମ ଭେଙ୍କଟେଶ୍ୱରଲୁ (ସହ-ପ୍ରଭାରୀ)
କେରଳ: ପ୍ରୋ. ଏମ୍. ନାଗରାଜା (ପ୍ରଭାରୀ), ଏମ୍. ଭେଙ୍କଟେଶନ୍ (ସହ-ପ୍ରଭାରୀ)
ଲଦାଖ: ରାଜକୁମାର ଭାଟିଆ (ପ୍ରଭାରୀ)
ଲକ୍ଷଦ୍ୱୀପ: ଜର୍ଜ କୁରିୟନ୍ (ପ୍ରଭାରୀ)
ମଧ୍ୟ ପ୍ରଦେଶ: ବିପ୍ଲବ କୁମାର ଦେବ (ପ୍ରଭାରୀ), ରେଖା ବର୍ମା (ସହ-ପ୍ରଭାରୀ)
ମହାରାଷ୍ଟ୍ର: ବୈଜୟନ୍ତ ଜୟ ପଣ୍ଡା (ପ୍ରଭାରୀ), ଅମିତ ମାଲବୀୟ, ସଦାନନ୍ଦ ଶେଟ୍ ତନାୱଡେ, କମଲଜିତ୍ ସହରାୱତ୍ (ସହ-ପ୍ରଭାରୀ)
ମଣିପୁର: ଡକ୍ଟର ରାଜଦୀପ ରୟ (ପ୍ରଭାରୀ)
ମେଘାଳୟ: କନାଦ ପୁରକାୟସ୍ଥ (ପ୍ରଭାରୀ), ଡକ୍ଟର ନୁମଲ ମୋମିନ୍ (ସହ-ପ୍ରଭାରୀ)
ମିଜୋରାମ: ଡକ୍ଟର ଭଗବତ କରାଡ (ପ୍ରଭାରୀ)ୟ
ନାଗାଲାଣ୍ଡ: ଅନିଲ ଆଣ୍ଟୋନୀ (ପ୍ରଭାରୀ)
ପୁଦୁଚେରୀ: କେ. ସୁରେନ୍ଦ୍ରନ୍ (ପ୍ରଭାରୀ)
ପଞ୍ଜାବ: ଡକ୍ଟର ସତୀଶ ପୁନିଆ (ପ୍ରଭାରୀ), ବୀରେନ୍ଦ୍ର ସଚଦେବା, ଡକ୍ଟର ଅଲକା ଗୁର୍ଜର (ସହ-ପ୍ରଭାରୀ)
ରାଜସ୍ଥାନ: ସଞ୍ଜୟ ଭାଟିଆ (ପ୍ରଭାରୀ), କବିତା ପାଟିଦାର, କୁଲଜୀତ ଚହଲ (ସହ-ପ୍ରଭାରୀ)
ସିକିମ୍: ରାଜୁ ବିଷ୍ଟା (ପ୍ରଭାରୀ)
ତାମିଲନାଡୁ: ରାମ ମାଧବ (ପ୍ରଭାରୀ), ନିର୍ମଳ କୁମାର ସୁରାଣା, ଡି. କେ. ଅରୁଣା (ସହ-ପ୍ରଭାରୀ)
ତେଲେଙ୍ଗାନା: ସୁନୀଲ ବଂଶଲ (ପ୍ରଭାରୀ), ଅଭୟ ପାଟିଲ, ରେଖା ଶର୍ମା (ସହ-ପ୍ରଭାରୀ)
ତ୍ରିପୁରା: ମୃଗାଙ୍କ ଦେବ ବର୍ମନ୍ (ପ୍ରଭାରୀ)
ଉତ୍ତର ପ୍ରଦେଶ: ବିନୋଦ ତାୱଡେ, ଜଗଦୀଶ ପଟେଲ (ପ୍ରଭାରୀ), ମେଧା କୁଲକର୍ଣ୍ଣୀ, ଡକ୍ଟର ପ୍ରଦୀପ ବର୍ମା, ଅନନ୍ତ ଓଝା (ସହ-ପ୍ରଭାରୀ)
ଉତ୍ତରାଖଣ୍ଡ: ରାମ ମାଧବ, ଅରବିନ୍ଦ ମେନନ୍ (ପ୍ରଭାରୀ), ବାଂଶୁରୀ ସ୍ୱରାଜ (ସହ-ପ୍ରଭାରୀ)
ପଶ୍ଚିମବଙ୍ଗ: ସୁନୀଲ ବଂଶଲ (ପ୍ରଭାରୀ), ଲାଲ ସିଂହ ଆର୍ଯ୍ୟ, ରାଜେନ୍ଦ୍ର ସିଂହ, ପିଙ୍କି କୁଶୱାହା (ସହ-ପ୍ରଭାରୀ)

Related Articles

Back to top button