ଓଡ଼ିଶାରାଜନୀତି

ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି

ଭୁବନେଶ୍ୱର , ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ, ସମସ୍ତ ଜିଲ୍ଲାପାଳଙ୍କୁ ହେଲା ଚିଠି।

ଗଠନ ହେବ ଅଙ୍ଗନବାଡ଼ି ପରିଚାଳନା କମିଟି….

ସକ୍ଷମ ଅଙ୍ଗନବାଡ଼ି ଓ ପୋଷଣ ୨.୦ ଅଧୀନରେ, ଏହି କମିଟି ଗଠନ ହେବ।

ପ୍ରତ୍ୟେକ ଅଙ୍ଗନବାଡ଼ି କେନ୍ଦ୍ରରେ, CDPO  ଙ୍କ ଦ୍ବାରା କମିଟି ଗଠନ କରାଯିବ।

ଉକ୍ତ କେନ୍ଦ୍ର ସହ ଜଡ଼ିତ ଆଶା କର୍ମୀ, ଦୁଇ ଜଣ ୩-୬ ବର୍ଷୀୟ ଶିଶୁଙ୍କ ମାଆ, ଜଣେ ସ୍ଥାନୀୟ S H G ବା N G O, ସିଏସଓର ସଦସ୍ୟା, ଜଣେ ନିକଟସ୍ଥ, ସରକାରୀ ପ୍ରାଥମିକ ବିଦ୍ୟାଳୟର, ମହିଳା ଶିକ୍ଷୟିତ୍ରୀ ଆଦି କମିଟି ସଦସ୍ୟ ଭାବେ ଦାୟିତ୍ଵ ତୁଲାଇବେ।

Related Articles

Back to top button