ଓଡ଼ିଶାପାଣିପାଗ

ରଜ ପୂର୍ବରୁ ମୌସୁମୀ ଓଡ଼ିଶା ଛୁଇଁବାର ସମ୍ଭାବନା

ଭୁବନେଶ୍ୱର ,ରଜ ପୂର୍ବରୁ ମୌସୁମୀ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି ।

ଦକ୍ଷିଣ-ପଶ୍ଚିମ ମୌସୁମୀ ଅଗ୍ରସର ନେଇ ପାଗ ଅନୁକୂଳ ଥିବା ସୂଚନା ମିଳିଛି ।

ଦକ୍ଷିଣ-ପଶ୍ଚିମ, ଦକ୍ଷିଣ-ପୂର୍ବ ଆରବ ସାଗର, ଲାକ୍ଷାଦ୍ବୀପ ଛୁଇଁବା ନେଇ ଆକଳନ କରାଯାଇଛି ।

କେରଳମ ଓ ତାମିଲନାଡୁର କିଛି ଅଂଶ ଛୁଇଁବା ନେଇ ମଧ୍ୟ ପାଣିପାଗ କେନ୍ଦ୍ରର ସୂଚନା ରହିଛି ।

କେରଳମ୍ ଛୁଇଁବାର ସପ୍ତାହକରେ ଓଡ଼ିଶା ଛୁଇଁଥାଏ ମୌସୁମୀ ।

ଦକ୍ଷିଣ-ପଶ୍ଚିମ ମୌସୁମୀ ଅଗ୍ରସର ନେଇ ପାଗ ଅନୁକୂଳ ଥିବା ସୂଚନା

Related Articles

Back to top button