ଅନ୍ୟାନ୍ୟରାଜନୀତି

ଫ୍ଲାଟ ଯୋଗାଇ ଦେବେ ସରକାର

ଭୁବନେଶ୍ୱର,ମହାରାଷ୍ଟ୍ର ଢାଞ୍ଚାରେ ପିପିପି ମୋଡ଼ରେ ହେବ ପ୍ରକଳ୍ପ।ସହରାଞ୍ଚଳରେ, ସୁବିଧାରେ ଫ୍ଲାଟ ଯୋଗାଇ ଦେବେ ସରକାର ।

କିଛି ଜମି ନିଜେ ବ୍ୟବହାର କରିବେ,କିଛି ଜମିରେ ଲୋକଙ୍କ ପାଇଁ ଫ୍ଲାଟ କରିବେ।

ନୂଆ ମୋଡାଲିଟି ପ୍ରସ୍ତୁତ କରୁଛି ନଗର ଉନ୍ନୟନ ଏବଂ ରାଜସ୍ବ ବିଭାଗ ବୋଲି ସୂଚନା ଦେଲେ, ରାଜସ୍ଵମନ୍ତ୍ରୀ ସୁରେଶ ପୂଜାରୀ।

ମହାରାଷ୍ଟ୍ର ମଡେଲରେ, ପିପିପି ମୋଡ଼ରେ, ଫ୍ଲାଟ ବନେଇକି, ଦେବେ ସରକାର।

ଅନ୍ୟ ରାଜ୍ୟ ମଡେଲ ବାବଦରେ ବି ଅଧ୍ୟୟନ କରାଯାଉଛି।

ସେହିଭଳି ଉଦ୍ୟୋଗୀଙ୍କୁ ସହରାଞ୍ଚଳରେ ଜମି ଦିଆଯିବ।

Related Articles

Back to top button