ଅନ୍ୟାନ୍ୟଐତିହ୍ୟ ଓ ସଂସ୍କୃତି

ଦେବ ଦମ୍ପତ୍ତିଙ୍କ ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ୱର , ସମ୍ବଲପୁରର ବିଭିନ୍ନ ଶିବାଳୟରେ ପାରମ୍ପରିକ ରିତୀନୀତିରେ ପୂଜାର୍ଚ୍ଚନା ସହ, ଥାଳ ଉଠିବ ଓ ଶୀତଳ ଷଷ୍ଠୀ ପାଇଁ ଅନୁଦାନ ସଂଗ୍ରହ ପ୍ରକ୍ରିୟା ବି ଆରମ୍ଭ ହେବ।

ଆଜିଠାରୁ କନ୍ୟା ମାତା ପିତା ମାନେ ଦେବ ଦମ୍ପତ୍ତିଙ୍କ ବିବାହ ପାଇଁ, ପ୍ରସ୍ତୁତି ଆରମ୍ଭ କରିବେ ଓ ବିଭିନ୍ନ ଯାତ୍ରା କମିଟି ମାନେ ମଧ୍ୟ ସେମାନଙ୍କର, ପ୍ରସ୍ତୁତି ଆରମ୍ଭ କରିବେ।

ପ୍ରତିବର୍ଷ ପବିତ୍ର ଅକ୍ଷୟ ତୃତୀୟା ଦିନ, ଥାଳ ଉଠା ଓ ଦେବୀ ପାର୍ବତୀଙ୍କର ମାତା ପିତା ଚୟନର ପରମ୍ପରା ରହିଛି।

ଶୀତଳ ଷଷ୍ଠୀ ପାଇଁ ଆଜିଠୁ ଆରମ୍ଭ ହେବ ପ୍ରକ୍ରିୟା…..

Related Articles

Back to top button