
ଭୁବନେଶ୍ୱର ,ଫେରିଲେ ଦୁଇ ଦନ୍ତା ହାତୀ ଭରତପୁର ଜଙ୍ଗଲକୁ, ଫେରିଲେ।
ଗତ ୩ ଦିନ ହେବ ଦୁଇଟି ଦନ୍ତାହାତୀ ଶିଖର ଚଣ୍ଡି ପାହାଡରେ ଡେରା ପକାଇଥିଲେ ସନ୍ଧ୍ୟା ୪ ଟାରୁ ‘ଅପରେସନ ଫେରେକଟା’ ଆରମ୍ଭ ହୋଇଥିଲା ।
ବନ ବିଭାଗ ପକ୍ଷରୁ ଡ୍ରୋନ, ନାଇଟ ଭିଜନ କ୍ୟାମେରା, ସାଇରନ ଆଦି ଉପକରଣ ବ୍ୟବହାର କରାଯାଇଥିଲା ।
ଦନ୍ତା ଦୁଇଟି ରାତିରେ ପାହାଡ଼ରୁ ବାହାରି ପାହାଡ଼ ତଳେ ଡେରା ପକାଇଥିଲେ । ।
ଦୁଇ ଦନ୍ତା ହେଲେ ବଡ଼ ଫେରେକଟା ଓ ସାନ ଫେରେକଟା । ଦନ୍ତାହାତୀଙ୍କୁ ଘଉଡ଼ାଇବା ପାଇଁ ଚନ୍ଦକା ବନଖଣ୍ଡ ନାଇଟ ଅପରେସନ କରିଥିଲା ।
ଗତିବିଧି ଉପରେ ନଜର ରଖିବାକୁ ଭୁବନେଶ୍ୱର ବନାଞ୍ଚଳ ରେଞ୍ଜ ପକ୍ଷରୁ ୩ଟି ଟିମ ଗଠନ କରାଯାଇଥିଲା ।




