କ୍ରୀଡ଼ାଜାତୀୟ

ପଞ୍ଜାବ ଲଗାତାର ଦ୍ବିତୀୟ ବିଜୟ ହାସଲ

ଭୁବନେଶ୍ୱର , ରାଜସ୍ଥାନ ପରେ ପଂଜାବ କିଙ୍ଗସକୁ ପରାଜିତ ହେଲା ସଞ୍ଜୁ ସେନା ।

ପଞ୍ଜାବ ୧୯ତମ ଓଭରରେ ଲକ୍ଷ୍ୟ ହାସଲ କରି ଲଗାତାର ଦ୍ୱିତୀୟ ବିଜୟ ହାସଲ କରିଛି ।

ପଞ୍ଜାବ ପାଇଁ ଅଧିନାୟକ ଶ୍ରେୟସ ଆୟର ୫୦ ରନ କରି ବିଜୟୀ ଇନିଂସ ଖେଳିଥିଲେ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ପକ୍ଷରୁ ଆୟୁଷ ମହାତ୍ରେ ୭୩ ରନ କରିଥିବା ବେଳେ ସରଫରାଜ ଖାନ ୩୨ ରନ କରିଥିଲେ।

ଗତକାଲି ଖେଳାଯାଇଥିବା ମ୍ୟାଚରେ ଚେନ୍ନାଇ ସୁପର୍ କିଙ୍ଗସକୁ ୫ ୱିକେଟରେ ପରାସ୍ତ କରିଛି ପଞ୍ଜାବ କିଙ୍ଗସ୍ ।

ଚେପକ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ସିଏସକେ ପ୍ରଥମେ ବ୍ୟାଟିଂ କରି ୨୦୯ ରନ୍ କରିଥିଲା।

ଏତେ ବଡ଼ ବିଜୟ ଲକ୍ଷ୍ୟ ମିଳିବା ସତ୍ତ୍ବେ ପଞ୍ଜାବ କିଙ୍ଗ୍ସ ସହଜରେ ବିଜୟ ହାସଲ କରିଛି।

Related Articles

Back to top button