କ୍ରୀଡ଼ା

ବିଶ୍ୱକପର ଫାଇନାଲରେ କେଉଁ ଦୁଇ ଦଳ ମୁହାଁମୁହିଁ

ବିଶ୍ୱକପର ଫାଇନାଲରେ କେଉଁ ଦୁଇ ଦଳ ମୁହାଁମୁହିଁ ହେବେ ସେ ନେଇ ନାନା କଳ୍ପନାଜଳ୍ପନା ଜାରି ରହିଛି। ପାକିସ୍ତାନ କ୍ରିକେଟ ଦଳର ଦୁଇ ପୂର୍ବତନ ଅଧିନାୟକ ସେମାନଙ୍କ ଅଭିଜ୍ଞତା ଆଧାରରେ ଏହାର ଉତ୍ତର ଦେଇଛନ୍ତି ।

ଏକ ସ୍ପୋର୍ଟସ ଚ୍ୟାନେଲରେ ବାର୍ତ୍ତାଳାପ ସମୟରେ ଶୋଏବ ମଲିକ ଏବଂ ମିସବାହ ଉଲ ହକ ଏହାର ଉତ୍ତର ଦେଇଛନ୍ତି। ମିସବା-ଉଲ-ହକ ଦକ୍ଷିଣ ଆଫ୍ରିକାର ବର୍ତ୍ତମାନର ରୂପକୁ ବିଚାର କରି ଭାରତ ଏବଂ ଆଫ୍ରିକା ମଧ୍ୟରେ ଫାଇନାଲ ଖେଳିବାର ସମ୍ଭାବନା ବ୍ୟକ୍ତ କରିଛନ୍ତି।

Related Articles

Back to top button