ଅନ୍ତର୍ଜାତୀୟ

ଚାଲିଥିବା ଯୁଦ୍ଧରୁ କେହି ଓହରିବାକୁ ରାଜି ନୁହନ୍ତି

ରୁଷିଆ-ୟୁକ୍ରେନ ମଧ୍ୟରେ ଦୀର୍ଘଦିନ ଧରି ଚାଲିଥିବା ଯୁଦ୍ଧରୁ କେହି ଓହରିବାକୁ ରାଜି ନୁହନ୍ତି। ଉଭୟପକ୍ଷ ପରସ୍ପର ଉପରେ ଆକ୍ରମଣ ପ୍ରତି ଆକ୍ରମଣ କରୁଛନ୍ତି।

ଏହି ସମୟରେ ସ୍ଥାନୀୟ ଅଧିକାରୀମାନେ ଶନିବାର କହିଛନ୍ତି, ସାରା ଦେଶରେ ରାତାରାତି ବୋମା ବିସ୍ଫୋରଣର ଅଂଶ ଭାବରେ ରୁଷିଆର ସୈନ୍ୟବାହିନୀ ୟୁକ୍ରେନର ରାଜଧାନୀ କିଭ୍‌କୁ ଟାର୍ଗେଟ କରିଥିବା ବେଳେ ରୁଷିଆର ଅଧିକାରୀ ୟୁକ୍ରେନ ସୈନ୍ୟମାନଙ୍କୁ ଡ୍ରୋନ ଆକ୍ରମଣ କରିଛନ୍ତି।

Related Articles

Back to top button