Uncategorized
-
ଆସୁଛି ଲଘୁଚାପ: ଓଡ଼ିଶାରେ ପ୍ରବଳ ବର୍ଷା ସହ କାଳବୈଶାଖୀ ସମ୍ଭାବନା
ଭୁବନେଶ୍ୱର: ରାଜ୍ୟରେ ପୁଣି ବଦଳିବ ପାଣିପାଗ। ଓଡ଼ିଶା ଆକାଶରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଥିବା ବେଳେ ଏହାର ପ୍ରଭାବରେ ଆସନ୍ତା ୨୮ ଓ ୨9 ତାରିଖ ବେଳକୁ…
Read More » -
୧୦ ରାଜ୍ୟର ୨୪ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା
ନୂଆଦିଲ୍ଲୀ: ଦେଶର ୧୦ଟି ରାଜ୍ୟର ଖାଲିଥିବା ୨୪ଟି ରାଜ୍ୟସଭା ଆସନ ପାଇଁ ବିଗୁଲ୍ ବାଜିଛି। ଆସନ୍ତା ଜୁନ୍ ୧୮ ତାରିଖରେ ଏହି ଆସନଗୁଡ଼ିକ ପାଇଁ ଭୋଟ୍ ଗ୍ରହଣ…
Read More » -
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଲ୍ୟାମ୍ପସ ଏମଡ଼ିଙ୍କ ଘରେ ଭିଜିଲାନ୍ସ ରେଡ୍
ଭୁବନେଶ୍ବର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂପୁର ଲ୍ୟାମ୍ପସ ଏମଡ଼ି (ପ୍ରବନ୍ଧ ନିର୍ଦ୍ଦେଶକ) ତାରିଣୀ ତ୍ରିପାଠୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଓ…
Read More » -
ଓଡ଼ିଶା ଫେରିଲା ଏ. ରମେୟାଙ୍କ ମୃତଦେହ
ଭୁବନେଶ୍ୱର: ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରାଳୟ ଏବଂ ଓଡ଼ିଶା ସରକାରଙ୍କ ମିଳିତ ପ୍ରୟାସରେ ରୁଷିଆର ମସ୍କୋଠାରେ ପ୍ରାଣ ହରାଇଥିବା ଓଡ଼ିଆ ଯୁବକ ଏ. ରମେୟାଙ୍କ ପାର୍ଥିବ ଶରୀର…
Read More » -
ଭିଜିଲାନ୍ସ ଜାଲରେ ସହକାରୀ ନିବନ୍ଧକ ଓ ପିଅନ
ଭୁବନେଶ୍ବର: ଟଙ୍କା ଲୋଭରେ ନିଜ ସହକର୍ମୀଙ୍କୁ ବି ଛାଡ଼ିଲେନି ଲାଞ୍ଚୁଆ ସରକାରୀ ବାବୁ। ଜଣେ ଅବସରପ୍ରାପ୍ତ ସହକର୍ମୀଙ୍କ ଫାଇଲ୍ କାମ କରିଦେବା ପାଇଁ ଲାଞ୍ଚ ନେଉଥିବା ବେଳେ…
Read More » -
କାଳ ସାଜିଲା କାଳବୈଶାଖୀ: ଟେଣ୍ଟ ହାଉସ ଭାଙ୍ଗି ଚାପି ହୋଇଗଲେ ୩ ଶ୍ରମିକ, ବଜ୍ରପାତରେ ଆଉ ଜଣେ ମୃତ
ଭୁବନେଶ୍ବର: ରାଜ୍ୟରେ କାଳବୈଶାଖୀର ତାଣ୍ଡବ । କେନ୍ଦୁଝର ଓ ଯାଜପୁର ଜିଲ୍ଲାରେ ଝଡ଼-ବର୍ଷା ସାଙ୍ଗକୁ ବଜ୍ରପାତ ଯୋଗୁଁ ଅଘଟଣ ଘଟି ୪ ଜଣଙ୍କ ଜୀବନ ଯାଇଛି ।…
Read More » -
କଳାରାହାଙ୍ଗରେ ବୁଲିଲା ବିଡିଏର ବୁଲଡୋଜର: ଦା, କାତି, ପନିକି ଧରି ଉଛେଦକୁ ମହିଳାଙ୍କ ବିରୋଧ
ଭୁବନେଶ୍ୱର: ରାଜଧାନୀରେ ପୁଣି ଥରେ ପ୍ରଶାସନର କଡ଼ା ଆଭିମୁଖ୍ୟ ପ୍ରକାଶ ପାଇଛି ଏବଂ ବେଆଇନ ନିର୍ମାଣ ଉପରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ ବୁଲଡୋଜର ଚାଲିଛି। ସହରକୁ ଜବରଦଖଲ…
Read More » -
ଗ୍ରାମୀଣ ଓଡ଼ିଶାରେ ଶିକ୍ଷାର ପ୍ରସାରକୁ ତ୍ୱରାନ୍ନତି କରୁଛି ବେଦାନ୍ତ ଆଲୁମିନିୟମ୍
ଭୁବନେଶ୍ୱର : ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଏକ ସରକାରୀ ସ୍କୁଲ ଶ୍ରେଣୀଗୃହ ଭିତରେ, ଏକ ଜଟିଳ ବୈଜ୍ଞାନିକ ଧାରଣାକୁ ଏକ ବଡ଼ ଡିଜିଟାଲ୍ ସ୍କ୍ରିନରେ ସ୍ପଷ୍ଟ ଭାବରେ…
Read More » -
ୟୁଏଇ ପରମାଣୁ ପ୍ଲାଣ୍ଟ ଉପକଣ୍ଠରେ ଡ୍ରୋନ୍ ଆକ୍ରମଣ
ନୂଆଦିଲ୍ଲୀ: ଆଜି ଏକ ଡ୍ରୋନ୍ ଆକ୍ରମଣ ଯୋଗୁଁ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ଅଲ୍-ଅଫ୍ରା ଅଞ୍ଚଳର ବରାକାହ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟର ଉପକଣ୍ଠରେ ଏକ ପାୱାର ଜେନେରେଟରରେ…
Read More » -
ଖଣିରୁ ଯୁବକଙ୍କ ମୃତଦେହ ଉଦ୍ଧାର – Bastabbadi
ଭୁବନେଶ୍ବର: ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ଚାନ୍ଦପୁର ଥାନା ଅଞ୍ଚଳର ରାଇପଡା କ୍ରସର ନିକଟରେ ଥିବା ଏକ ଖଣିରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି।…
Read More »