ଜାତୀୟ
-
ପେଗାସସ୍ ରିଟର୍ଣ୍ଣସ: ବିବାଦ ଭିତରେ ଭାରତ-ଇସ୍ରାଏଲ ସମ୍ପର୍କକୁ ନେଇ ବଡ଼ ବୟାନ ଦେଲେ ମୋଦି
ନୂଆଦିଲ୍ଲୀ() ଇସ୍ରାଏଲ ସ୍ପାଇୱେୟାର ପେଗାସସ୍କୁ ନେଇ ପୁଣିଥରେ ବିବାଦ ଦେଖାଯାଇଥିବା ବେଳେ ଭାରତ ଓ ଇସ୍ରାଏଲ ସମ୍ପର୍କକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଡ଼ ବୟାନ ଦେଇଛନ୍ତି।…
Read More » -
ପୁଣି ଦୈନିକ ସଂକ୍ରମଣ କମିଲା, କିନ୍ତୁ ପଜିଟିଭିଟି ରେଟ୍ ବଢ଼ିଲା
ନୂଆଦିଲ୍ଲୀ() ଦେଶରେ ମହାମାରୀ କରୋନାର ଦୈନିକ ସଂକ୍ରମଣ କ୍ରମାଗତ ଭାବେ ହ୍ରାସ ପାଉଛି। ହେଲେ ଟେଷ୍ଟ ପଜିଟିଭିଟି ରେଟ୍ ବୃଦ୍ଧି ପାଇବା ସମସ୍ତଙ୍କ ଚିନ୍ତା ବଢ଼ାଉଛି। ବିଶେଷଜ୍ଞ…
Read More » -
ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା, ଟଳିଲେ ୫ ଆତଙ୍କୀ
ଶ୍ରୀନଗର() ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଚାଲିଥିବା ଆତଙ୍କବାଦ ବିରୋଧୀ ଅଭିଯାନକୁ ପୁଣିଥରେ ବଡ଼ ସଫଳତା ମିଳିଛି। ଗତ ୧୨ ଘଣ୍ଟା ମଧ୍ୟରେ କଶ୍ମୀରରେ ହୋଇଥିବା ଡବଲ ଏନକାଉଣ୍ଟର୍ରେ…
Read More » -
‘ଏନ୍ସିସି’ ରାଲିରେ ପ୍ରଧାନମନ୍ତ୍ରୀ ମୋଦୀ ପିନ୍ଧିଲେ ଶିଖ୍ କ୍ୟାଡେଟ୍ ପଗଡ଼ି
ନୂଆଦିଲ୍ଲୀ: ଆଜି ଦିଲ୍ଲୀର କ୍ୟାରିଆପ୍ପା ଗ୍ରାଉଣ୍ଡ୍ରେ ଆୟୋଜିତ ‘ନ୍ୟାସ୍ନାଲ୍ କ୍ୟାଡେଟ୍ କର୍ପସ୍’ (ଏନ୍ସିସି) ରାଲିରେ ଯୋଗ ଦେଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶିଖ୍ କ୍ୟାଡେଟ୍ ପଗଡ଼ି ପିନ୍ଧିଥିଲେ।…
Read More » -
ଆଉ ମାସେ ବଢ଼ିଲା କୋଭିଡ୍ କଟକଣା, କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ
ନୂଆଦିଲ୍ଲୀ() ଆଉ ମାସେ ଅର୍ଥାତ୍ ଫେବୃଆରୀ ୨୮ ପର୍ଯ୍ୟନ୍ତ କରୋନା କଟକଣାକୁ ବୃଦ୍ଧି କରାଯାଇଛି। ଦେଶରେ କରୋନାର ନୂଆ ଭାରିଆଣ୍ଟ୍ ଓମିକ୍ରନ୍ ସଂକ୍ରମଣର ସ୍ଥିତିକୁ ଦୃଷ୍ଟିରେ ରଖି…
Read More » -
ସରକାରଙ୍କ ସମର୍ଥନରେ ବାହାରିଲେ ସଞ୍ଜୟ, କହିଲେ- ୱାଇନ୍ ମଦ ନୁହେଁ
ମୁମ୍ବାଇ: ମହାରାଷ୍ଟ୍ର ସରକାର ସୁପରମାର୍କେଟ୍ ଓ ୱାକ୍-ଇନ୍ ଶପ୍ ଗୁଡ଼ିକରେ ୱାଇନ୍ ବିକ୍ରିକୁ ଅନୁମତି ଦେବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଏହାକୁ ବିରୋଧ କରିଛି ବିଜେପି। ସରକାର…
Read More » -
ଟାଟା ହାତକୁ ଗଲା ଏୟାର ଇଣ୍ଡିଆ: ଷ୍ଟେଟ ବ୍ୟାଙ୍କ ନେତୃତ୍ବରେ ବ୍ୟାଙ୍କ ଦେବେ ଋଣ, ମୋଦୀଙ୍କୁ ଭେଟିଲେ ଏନ୍ ଚନ୍ଦ୍ରଶେଖରନ୍
ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ଆଜି ବିଧିବଦ୍ଧଭାବେ ଟାଟା ଗ୍ରୁପ ହାତକୁ ଯାଇଛି। ଏହି ଘରୋଇକରଣ ଫଳରେ ଏୟାର ଇଣ୍ଡିଆ ପୁନର୍ବାର ଏହାର ପୁରୁଣା ମାଲିକ ଟାଟା ଗ୍ରୁପ୍…
Read More » -
‘୧୨ ବିଜେପି ବିଧାୟକଙ୍କ ନିଲମ୍ବନ ଆଦେଶ ରଦ୍ଦ’
ନୂଆଦିଲ୍ଲୀ() ୧୨ ବିଜେପି ବିଧାୟକଙ୍କୁ ଏକ ବର୍ଷ ପର୍ଯ୍ୟନ୍ତ ନିଲମ୍ବିତ କରାଯାଇଥିବା ମାମଲାର ଶୁଣାଣି କରି ମହାରାଷ୍ଟ୍ର ସରକାର ଉପରେ ବର୍ଷିଛନ୍ତି ସୁପ୍ରିମ କୋର୍ଟ। ଏହାକୁ ସମ୍ପୂର୍ଣ୍ଣ…
Read More » -
ହଟିବ କଟକଣା: ଫେବୃଆରୀ ୧ରୁ ଖୋଲିବ ସ୍କୁଲ, କଲେଜ
ଚେନ୍ନାଇ() ହଟିବ କଟକଣା। ଖୋଲିବ ସ୍କୁଲ ଓ କଲେଜ । କରୋନା ପାଇଁ ତାମିଲନାଡ଼ୁରେ ବନ୍ଦ ଥିବା ସ୍କୁଲ, କଲେଜ ଆସନ୍ତା ଫେବୃଆରୀ ୧ ରେ ଖୋଲିବ।…
Read More » -
ପଶ୍ଚିମବଙ୍ଗରେ ପଦ୍ମ ପୁରସ୍କାର ବିବାଦ ଜାରି, ବୁଦ୍ଧଦେବଙ୍କ ପରେ ଦୁଇ କଳାକାର ପଦ୍ମଶ୍ରୀ ନେବାକୁ ମନାକଲେ
କୋଲକାତା: ପଶ୍ଚିମବଙ୍ଗରେ ପଦ୍ମ ପୁରସ୍କାରକୁ ନେଇ ବିବାଦ ଥମିବାର ନାଁ ଧରୁନାହିଁ। ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ପଦ୍ମଭୂଷଣ ପୁରସ୍କାର ଗ୍ରହଣ ନ କରିବାକୁ ଘୋଷଣା କରିବା…
Read More »