ଶିକ୍ଷା
-
ପ୍ରାଥମିକ ଶିକ୍ଷକ ନିୟୋଜନ ଯୋଜନା ବାତିଲ ପରେ ଶିକ୍ଷକ ସଂଘର ଆନ୍ଦୋଳନ ସମ୍ଭାବନା
ଭୁବନେଶ୍ୱର ୦୯/ଅଗଷ୍ଟ : ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ଖାଲି ପଡ଼ିଥିବା ବିପୁଳ ସଂଖ୍ୟକ ପଦବୀ ପୂରଣ ପାଇଁ ନିୟମିତ ଶିକ୍ଷକ ନିଯୁକ୍ତି ଯୋଜନାକୁ ବାତିଲ କରି ଓଡ଼ିଶା…
Read More » -
ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣା: ତଦନ୍ତ ଜୋରଦାର, ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଭାବ
କଟକ ୦୫/ଅଗଷ୍ଟ : ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାର ତଦନ୍ତ ଜୋରଦାର ଚାଲିଛି। ଏପର୍ଯ୍ୟନ୍ତ ଏହି ମାମଲାରେ ଅନେକ ଲୋକଙ୍କୁ ଗିରଫ କରାଯାଇଛି ଏବଂ ଏଥିରେ ଆହୁରି…
Read More » -
ଅବସରପ୍ରାପ୍ତ ୬୩୮୭ ଶିକ୍ଷକଙ୍କ ପୁନଃନିଯୁକ୍ତି
ଭୁବନେଶ୍ୱର ୦୨/ଅଗଷ୍ଟ : ଅବସରପ୍ରାପ୍ତ ଶିକ୍ଷକମାନଙ୍କ ପାଇଁ ଏକ ଖୁସି ଖବର। ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି ଯେ ଏହି ପୁରୁଣା ଶିକ୍ଷକମାନଙ୍କୁ ଏବେ…
Read More » -
ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ପାଞ୍ଚ ଦିନିଆ ପ୍ରଶିକ୍ଷଣ ଉଦଯାପିତ
ଭୁବନେଶ୍ବର, ୦୧ ଅଗଷ୍ଟ ୨୦୨୫: ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧିନ ବେସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ଇତିହାସ ଓ ଇଂରାଜୀ…
Read More » -
ଓଟିଇଟି ଅଭ୍ୟର୍ଥୀଙ୍କ ପାଇଁ ବଡ଼ ସୂଚନା, ଅଗଷ୍ଟ ୩୧ରେ ହେବ ସ୍ପେଶାଲ୍ ପରୀକ୍ଷା
ଭୁବନେଶ୍ୱର ୦୧/ଅଗଷ୍ଟ : ଓଡ଼ିଶା ଶିକ୍ଷା ବୋର୍ଡ ପକ୍ଷରୁ OTET (Odisha Teacher Eligibility Test) ଅଭ୍ୟର୍ଥୀଙ୍କୁ ନିମନ୍ତେ ଶୁକ୍ରବାର ଦିନ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି।…
Read More » -
ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ ୭ ଜଣ ଅଭିଯୁକ୍ତ ଗିରଫ
ଭୁବନେଶ୍ୱର ୦୧/ଅଗଷ୍ଟ : ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET-2025) ପ୍ରଶ୍ନପତ୍ର ଲିକ୍ ଘଟଣା ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ଏକ ଗମ୍ଭୀର ଚିନ୍ତାର ବିଷୟ ହୋଇପଡ଼ିଛି। ଏହି…
Read More » -
ଶିକ୍ଷକ ଏବଂ କର୍ମଚାରୀଙ୍କୁ ମିଳିବ ନାହିଁ ଦରମା, କାହିଁକି ଏମିତି କହିଲେ ଉପମୁଖ୍ୟମନ୍ତ୍ରୀ ଜଣାନ୍ତୁ…
ଭୁବନେଶ୍ୱର ୩୧/ଜୁଲାଇ : ଶିକ୍ଷା ବିଭାଗ ICC (ଆଭ୍ୟନ୍ତରୀଣ ଅଭିଯୋଗ କମିଟି) ଗଠନ ସମ୍ପର୍କରେ ଏକ କଡ଼ା ନିର୍ଦ୍ଦେଶ ଜାରି କରିଛି। ନିର୍ଦ୍ଦେଶ ଅନୁଯାୟୀ, ଯଦି କୌଣସି…
Read More » -
କଲେଜରେ ଆଇସିସି କମିଟି ଗଠନ ନହେଲେ ଦରମା ବନ୍ଦ ଚେତାବନୀ ଦେଲେ ଉପମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର ୩୧/ଜୁଲାଇ : ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓଡ଼ିଶାର ସମସ୍ତ କଲେଜରେ ଛାତ୍ରୀ ଏବଂ କର୍ମଚାରୀମାନଙ୍କୁ ସୁରକ୍ଷା ଏବଂ ନ୍ୟାୟ ପ୍ରଦାନ କରିବା ପାଇଁ ICC (ଆଭ୍ୟନ୍ତରୀଣ…
Read More » -
OTET ପ୍ରଶ୍ନପତ୍ର ଲିକ୍ ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାର ଘୋଷଣା କଲେ ମନ୍ତ୍ରୀ
ଭୁବନେଶ୍ୱର ୩୧/ଜୁଲାଇ : ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET) ପ୍ରଶ୍ନପତ୍ର ଲିକ୍ ଘଟଣା ଓଡ଼ିଶା ଶିକ୍ଷା ବ୍ୟବସ୍ଥାରେ ଏକ ବଡ଼ ଦୁର୍ନୀତିର ପର୍ଦ୍ଦାଫାସ କରିଛି। ଏହାକୁ…
Read More » -
ଅଗଷ୍ଟରେ ୧୦ ଦିନ ବନ୍ଦ ରହିବ ସ୍କୁଲ, କଲେଜ ଓ ସରକାରୀ ଅଫିସ
ଓଡିଶା ୨୯/ଜୁଲାଇ : ଓଡ଼ିଶାର ସରକାରୀ ସ୍କୁଲ, କଲେଜ ଓ ଅଫିସରେ ପଢୁଥିବା ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ପାଇଁ ଅଗଷ୍ଟ ମାସ ଏକ ବଡ଼ ଖୁସି ନେଇଆସୁଛି।…
Read More »