ଅନ୍ତର୍ଜାତୀୟ

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ସ୍ତ୍ରୀ ତଥା ପୂର୍ବତନ ଫାଷ୍ଟ ଲେଡି ବୁଶ୍ରା ବିବିଙ୍କୁ ଜେଲରେ ବିଷ ଦିଆଯାଇଥିଲା ବୋଲି ସେ ଅଭିଯୋଗ ଆଣିଛନ୍ତି

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ସ୍ତ୍ରୀ ତଥା ପୂର୍ବତନ ଫାଷ୍ଟ ଲେଡି ବୁଶ୍ରା ବିବିଙ୍କୁ ଜେଲରେ ବିଷ ଦିଆଯାଇଥିଲା ବୋଲି ସେ ଅଭିଯୋଗ ଆଣିଛନ୍ତି।

ଯଦି ବୁଶ୍ରାଙ୍କର କୌଣସି କ୍ଷତି ଘଟେ, ସେଥିପାଇଁ ସେନା ମୁଖ୍ୟ ଜେନେରାଲ ଅସିମ ମୁନିରଙ୍କୁ ଦାୟୀ କରାଯିବା ଆବଶ୍ୟକ ବୋଲି ଇମ୍ରାନ୍‌ କହିଛନ୍ତି। କାରଣ ଇସ୍‌ଲାମାବାଦର ବାନି ଗାଲା ବାସଭବନ ଏବଂ ରାଓଲପିଣ୍ଡିର ଆଡିଆଲା ଜେଲ୍‌ର ସବୁକିଛିକୁ ଗୋଇନ୍ଦା ସଂସ୍ଥା ନିୟନ୍ତ୍ରଣ କରିଥାନ୍ତି।

Related Articles

Back to top button