Breaking Newsଅପରାଧ

ସମୟ ବଦଳିଲା, ବଦଳିଗଲା ଜୀବନ! ଏବେ ଜେଲ୍‌ରେ ବିଦ୍ୟାଭାରତୀ

ଜେଲ୍‌ର ନିରବ ପରିବେଶ, ଚାରିପଟେ ଉଚ୍ଚ ପାଚେରି ଓ ଲୁହାର ଗ୍ରିଲ୍‌।ବାହାର ଦୁନିଆର କୋଳାହଳଠାରୁ ଦୂରରେ ବନ୍ଦୀ ଜୀବନର ପ୍ରତ୍ୟେକ ଦିନ ଯେ ଜଣେ ବ୍ୟକ୍ତିଙ୍କ ପାଇଁ କେତେ ମାନସିକ ଚାପ ସୃଷ୍ଟି କରିପାରେ, ତାହା ସହଜରେ ଅନୁମାନ କରି ହେବ। ଆଉ ଆଜି ଜେଲର ଚାରିକାନ୍ଥ ଭିତରେ ଗୁମୁରି ଗୁମୁରି କାନ୍ଦୁଛନ୍ତି ବିଦ୍ୟାଭାରତୀ ପଣ୍ଡା । ସମୟର ଚକ୍ର କେତେବେଳେ କାହାକୁ କେଉଁ ମୋଡ଼ରେ ଆଣି ଠିଆ କରାଏ, ତାହା ବିଦ୍ୟାଭାରତୀଙ୍କୁ ଦେଖିଲେ ଜଣାପଡୁଛି ।

ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାକୁ ନେଇ ଚର୍ଚ୍ଚାରେ ଥିବା ବିଦ୍ୟାଭାରତୀଙ୍କ ଜୀବନ ଏବେ ଏକ ନୂଆ ମୋଡ଼ରେ । ଦୋଷୀମାନେ ସରେଣ୍ଡର କଲେ କିନ୍ତୁ ପ୍ରକୃତ କାରଣ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ପଛର ପ୍ରକୃତ ସତ୍ୟ କ’ଣ? କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଥିଲା? ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । ଆଉ ପତ୍ନୀ ବିଦ୍ୟାଭରଟି ଜେଲ ଗଲା ପରେ ସବୁ ସ୍ପଷ୍ଟ ହେବ ବୋଲି କୁହାଯାଉଛି ।

Related Articles

Back to top button