ଅନ୍ୟାନ୍ୟପାଣିପାଗ

ଆସନ୍ତା ୧୯ ତାରିଖରେ ଆଉ ଏକ ଘୂର୍ଣ୍ଣିବଳୟ

ଭୁବନେଶ୍ୱର ,ପଶ୍ଚିମବଙ୍ଗ ଉପକୂଳ ଓ ସଂଲଗ୍ନ ବାଂଲାଦେଶ ଏବଂ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ, ସକ୍ରିୟ ଥିବା ଲଘୁଚାପ ଅବପାତରେ, ପରିଣତ ହୋଇଛି।

ଏହା ଉତ୍ତର-ପଶ୍ଚିମ ଦିଗରେ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ, ଦେଇ ଗତି କରୁଛି।

ଏହାର ପ୍ରଭାବରେ ଆଜି ଉତ୍ତର ଓ ପଶ୍ଚିମ ଓଡିଶାରେ, ପ୍ରବଳ ବର୍ଷିବ। ୪ ଜିଲ୍ଲାକୁ ଅରେଞ୍ଜ, ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ଜାରି ହୋଇଛି।

ଆସନ୍ତା ୧୯ ତାରିଖ ବେଳକୁ, ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ, ସୃଷ୍ଟି ହେବ।

ପ୍ରଭାବରେ ୨୦ ତାରିଖରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ, ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ।

ଏହାଦ୍ବାରା ଉପକୂଳ ଓ କେନ୍ଦ୍ରୀୟ ଓଡ଼ିଶାରେ ପୁଣିଥରେ ବର୍ଷା ବଢ଼ିବାର, ଆଶଙ୍କା ପ୍ରକାଶ ପାଇଛି।

Related Articles

Back to top button