ଜୀବନଶୈଳୀପାଣିପାଗ

ଦିଲ୍ଲୀ ଓ ଏନସିଆରରେ ଆଇଏମଡିର ରେଡ୍‌ ଆଲର୍ଟ

ଭୁବନେଶ୍ୱର ,ଦିଲ୍ଲୀ ଓ ଏନସିଆରରେ ବର୍ଷା ଯୋଗୁଁ  ଆଇଟିଓ, ୱାଜିରାବାଦ ରୋଡ, ପଟେଲ୍‌ ରୋଡ, ରୋହତକ ରୋଡ, ଶଙ୍କର ରୋଡ, କୀର୍ତ୍ତି ନଗର ଷ୍ଟ୍ରେଚ୍‌, ଓ ସାହିନବାଗରେ ଟ୍ରାଫିକ୍ ଦିଲ୍ଲୀ-ଜୟପୁର ରାଜପଥ ସମସ୍ୟା ଦେଖାଯାଇଛି।

ଭାରତୀୟ ପାଣିପାଗ ବିଭାଗ  ଅନୁଯାୟୀ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ, ବର୍ଷା ଲାଗି ରହିବ। ରାସ୍ତାରେ ପାଣି ଜମି ରହିବା କାରଣରୁ, ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି।

ଦକ୍ଷିଣପୁରୀ, ଓଖଲା, ସଙ୍ଗମ ବିହାର, ବାଲ୍ମୀକି ବସ୍ତିରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଛି।

ଟ୍ରାଫିକ୍ ସମସ୍ୟାକୁ ଦୃଷ୍ଟିରେ ରଖି ଦିଲ୍ଲୀ ବିମାନବନ୍ଦର କର୍ତ୍ତୃପକ୍ଷ, ଏହାର ଯାତ୍ରୀଙ୍କୁ ସତର୍କତା ଜାରି କରିଛି।

ଟ୍ରାଫିକ ସମସ୍ୟା ପାଇଁ ବିମାନବନ୍ଦରରେ ପହଞ୍ଚିବା, ଯେପରି ବିଳମ୍ବ ନହେବ ସେଥିପାଇଁ ଆଗୁଆ ଯାତ୍ରା ପ୍ରସ୍ତୁତ କରିବାକୁ, କୁହାଯାଇଛି।

Related Articles

Back to top button