ଅନ୍ୟାନ୍ୟଓଡ଼ିଶା

ଆକ୍ସନ୍ ମୋଡ଼ରେ ପରିବହନ ବିଭାଗ।

ଭୁବନେଶ୍ୱର ,ପରମିଟ, ଫିଟନେସ ଓ ଇନ୍ସୁରାନ୍ସକୁ ନେଇ ଜୋରଦାର ଧରପଗଡ଼।

କଟକରୁ ବ୍ରହ୍ମପୁର ଯାଉଥିବା ବସର ନଥିଲା ଫିଟନେସ, ଜବତ ହେଲା ବସ।

ଭଦ୍ରକ, ଅନୁଗୁଳ, ଭୁବନେଶ୍ୱର, ଢେଙ୍କାନାଳ, ଗଞ୍ଜାମ, ଚଣ୍ଡିଖୋଲ ସମେତ ବିଭିନ୍ନ RTOଙ୍କ ପକ୍ଷରୁ, ନିୟମ ଉଲ୍ଲଂଘନ କରୁଥିବା ଗାଡ଼ିଗୁଡ଼ିକୁ ତୁରନ୍ତ ଅଟକ ରଖି ମୋଟର ଯାନ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହୋଇଛି।

ବୈଧ ଫିଟନେସ୍ ଏବଂ ବୀମା ନଥାଇ ରାସ୍ତାରେ ଚାଲୁଥିବା, ଅଯୋଗ୍ୟ ଗାଡ଼ିଗୁଡ଼ିକୁ ଚିହ୍ନଟ କରିବା ପାଇଁ ପରିବହନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଯାଞ୍ଚ ଅଭିଯାନ ଜାରି।

Related Articles

Back to top button