ପାଣିପାଗସ୍ୱାସ୍ଥ୍ୟ

ରାୟଗଡ଼ା ଜିଲ୍ଲା ମୁନିଗୁଡା ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ

ଭୁବନେଶ୍ୱର ,ରାୟଗଡ଼ା ଜିଲ୍ଲା ମୁନିଗୁଡା ଅଞ୍ଚଳରେ ଗତକାଲି ରାତିରେ, କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଛି।

ବିଜୁଳି, ଘଡଘଡି ସହ ବର୍ଷା। ବିରାଟ ଗଛ ପଡି,ପମ୍ପ ଅପରେଟରଙ୍କ ମୃତ୍ୟୁ।

ଏବଂ ବଜ୍ରାଘାତରେ ୧୧ ବଳଦ ମୃତ।ସ୍ଥାନୀୟ ମଧୁମୁଣ୍ଡା ଗାଁରେ ବଜ୍ରାଘାତ ଯୋଗୁଁ ୧୧ଟି ବଳଦର, ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ହୁକୁମତୋଳା ପମ୍ପ ହାଉସରେ, କାର୍ଯ୍ୟରତ ପମ୍ପ ଅପରେଟର ଜିତୁ ଜାଲଙ୍କ ଉପରେ ଏକ ବଡ଼ ଗଛ ପଡ଼ିଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି।

Related Articles

Back to top button