
ଭୁବନେଶ୍ୱର ,ସୁନ୍ଦରଗଡ ଜିଲ୍ଲା ବଣାଇ ଅଞ୍ଚଳରେ, ଗତକାଲି ରାତିରେ ବିଜୁଳି ଘଡଘଡି ସାଙ୍ଗକୁ ବର୍ଷା ହୋଇଥିଲା।
ବଣାଇର ବିଭିନ୍ନ ଅଞ୍ଚଳ, ଜଳମଗ୍ନ ହୋଇଥିଲ।
ପ୍ରବଳ ବର୍ଷା ଯୋଗୁଁ ତୁମକେଲା ଠାରୁ ବ୍ରାହ୍ମଣୀ ନଦୀ ଉପର ଦେଇ ଆସିଥିବା ମୁଖ୍ୟ ଗ୍ରୀଡ ଟାୱାରର ତାର ଛିଡି ପଡିଥିଲା।
ଖୁବଶୀଘ୍ର ତାର ଟାଣି ବିଦ୍ୟୁତ, ସେବା ଯୋଗାଇ ଦେବୁ ବୋଲି, କହିଛନ୍ତି ଜେଇ।
ନଦୀରେ ଛିଡିଗଲା ଗ୍ରୀଡ଼ ଟାୱାର ତାର। ବିଦ୍ୟୁତ ସରବରାହ ବନ୍ଦ।
ଗତକାଲି ରାତି ୧୨ ବିଦ୍ୟୁତ ସେବା ବନ୍ଦ ରହିଛି।



