ଓଡ଼ିଶାମୌସୁମୀ

ଝଡ଼ବର୍ଷା ନେଇ ୟେଲୋ ଚେତାବନୀ

ଭୁବନେଶ୍ୱର ,ଆଗାମୀ ୩ ଦିନ ପାଇଁ ଗରମ ଗୁଳିଗୁଳି ନେଇ, ଚେତାବନୀ ଜାରି କରିଛି ପାଣିପାଗ ବିଭାଗ ।

ଆସନ୍ତାକାଲି ଯାଏ ୩ ଜିଲ୍ଲା ଗଞ୍ଜାମ, ଗଜପତି, ପୁରୀକୁ ହଟ୍ ଆଣ୍ଡ ହିମୁଡିଟି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ଝଡ଼ବର୍ଷା ନେଇ ଚେତାବନୀ ଜାରି ହୋଇଛି ।

ନୂଆପଡ଼ା ଓ ନବରଙ୍ଗପୁରକୁ ଝଡ଼ ତୋଫାନ ନେଇ ୟେଲୋ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ ।

୫ ତାରିଖ ପରଠୁ ପାଗରେ ପରିବର୍ତ୍ତନ ଆସିବ ।

Related Articles

Back to top button