
ଭୁବନେଶ୍ୱର , ଏପ୍ରିଲ ୩୦ ପର୍ଯ୍ୟନ୍ତ ‘ସୁଭଦ୍ରା ପୋର୍ଟାଲ’ରେ ନୂତନ ଆବେଦନ । ରାଜ୍ୟରେ ନୂଆ ସୁଭଦ୍ରା ହିତାଧିକାରୀଙ୍କ ପାଇଁ ରାଜ୍ୟ ସରକାର ନୂତନ ଆବେଦନ ପ୍ରକ୍ରିୟା ଆରମ୍ଭ କରିବାକୁ, ଯାଉଛନ୍ତି ।ଏପ୍ରିଲ ୧ରୁ ଆରମ୍ଭ ପଞ୍ଜୀକରଣ ପ୍ରକ୍ରିୟା । ଗୋଟିଏ ମାସ ପାଇଁ ‘ସୁଭଦ୍ରା ପୋର୍ଟାଲ’ ମାଧ୍ୟମରେ ନୂତନ ଆବେଦନ, ଗ୍ରହଣ କରାଯିବ । ଏଥିପାଇଁ ସରକାର ବୟସ ସୀମା ଧାର୍ଯ୍ୟ କରିଛନ୍ତି ।ଯାହାଫଳରେ ସୁଭଦ୍ରା ଯୋଜନାରେ ଯୋଡ଼ି ହେବାକୁ ଯାଉଥିବା ଯୁବତୀମାନେ, ବର୍ଷକୁ ଦୁଇଟି କସ୍ତି ହିସାବରେ ୫ ହଜାର ଲେଖାଏଁ ୧୦ ହଜାର ଟଙ୍କା ପାଇବେ ।




