ଜୀବନଶୈଳୀସ୍ୱାସ୍ଥ୍ୟ

ସକାଳୁ ସକାଳୁ ତୀବ୍ର ଭୂମିକମ୍ପ ଝଟକା।

ଭୁବନେଶ୍ୱର,ମଙ୍ଗଳବାର ଦିନ ଓସେନିଆ ମହାଦେଶର ଟୋଙ୍ଗା ଅଞ୍ଚଳ ନିକଟବର୍ତ୍ତୀ ନେଇଫୁରେ ୭.୬ ତୀବ୍ରତାର ଏକ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି।

ସକାଳୁ ସକାଳୁ ତୀବ୍ର ଭୂମିକମ୍ପ ଝଟକା। ଭୟରେ ଘରୁ ବାହାରକୁ, ଦୌଡ଼ିଲେ ଲୋକେ।

ହେଲେ ଏହି ଭୂକମ୍ପ ଝଟକାରେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ରିପୋର୍ଟ ମିଳିନାହିଁ।

ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ  ଅନୁଯାୟୀ, ଭୂମିକମ୍ପ ୨୩୫ କିଲୋମିଟରରୁ ଅଧିକ ଗଭୀରତାରେ ହୋଇଥିଲା।

ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ରିପୋର୍ଟ ମିଳିନାହିଁ।USGS ତଥ୍ୟ ଅନୁଯାୟୀ, ସ୍ଥାନୀୟ ସମୟ ୯:୩୭ ରେ ଭୂମିକମ୍ପ ହୋଇଥିଲା।

ପ୍ରଶାନ୍ତ ମହାସାଗର ସୁନାମି ଚେତାବନୀ କେନ୍ଦ୍ର  କହିଛି ଯେ ଭୂମିକମ୍ପ ପୃଥିବୀ ପୃଷ୍ଠର ଗଭୀରରେ, ଉତ୍ପତ୍ତି ହୋଇଥିଲା; ତେଣୁ, କୌଣସି ସୁନାମି ଚେତାବନୀ ଜାରି କରାଯାଇ ନାହିଁ।

Related Articles

Back to top button