ଓଡ଼ିଶାରାଜନୀତି

ପହଞ୍ଚିଲେ ରାଜନାଥ ସିଂ। ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ

ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ତାଙ୍କୁ ସ୍ୱାଗତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମେତ ଶିଳ୍ପମନ୍ତ୍ରୀ , ଅନେକ ନେତା, କର୍ମୀ ପହଞ୍ଚିଥିଲେ । କୋରାପୁଟ ସୁନାବେଡାରେ ହେବାକୁ ଥିବା ମେଗା ଇଭେଣ୍ଟରେ ଯୋଗଦେବେ ରାଜନାଥ। HAL ପରିଦର୍ଶନ ସହ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସାମିଲ ହେବେ ପ୍ରତିରକ୍ଷା ମନ୍ତ୍ରୀ। । ପ୍ରତିରକ୍ଷା ଓ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଚଳଚଞ୍ଚଳ ହୋଇପଡ଼ିଛି କୋରାପୁଟର ସୁନାବେଡା ସହର।

ସୁରକ୍ଷା ବ୍ୟବସ୍ଥାଠାରୁ ଆରମ୍ଭ କରି ଟ୍ରାଫିକ୍ ମ୍ୟାନେଜମେଣ୍ଟ ସବୁ ଦିଗରେ କୋରାପୁଟ ପୋଲିସ ପ୍ରଶାସନର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ସହର ସମେତ ସଡକ ପଥରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଫାୟାର ଟିମ୍ ସହ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ଦେଶର ପ୍ରତିରକ୍ଷା ଉତ୍ପାଦନରେ ସୁନାବେଡା ସ୍ଥିତ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ ବା HALର ପ୍ରମୁଖ ଭୂମିକା ରହିଛି।…

Related Articles

Back to top button