ଅନ୍ୟାନ୍ୟରାଜନୀତି

ସ୍ୱାୟତ୍ତ ଶାସନ ଦିବସରେ BMCର ବଡ଼ ଘୋଷଣା

ଭୁବନେଶ୍ୱର ,ସ୍ୱାୟତ୍ତ ଶାସନ ଦିବସ ଅବସରରେ, ବିଭିନ୍ନ ପ୍ରକଳ୍ପର, ଶୁଭାରମ୍ଭ ହୋଇଛି।

ଓଡ଼ିଶାର ପ୍ରଥମ ପେଟ୍ କ୍ରେମେଟାରିୟମ୍  ଠାରୁ ଆରମ୍ଭ କରି, ଡ୍ରେନେଜ୍  ମାଷ୍ଟରପ୍ଲାନ୍ , CBG ପ୍ଲାଣ୍ଟ ଓ ବଡ଼ ମାର୍କେଟର ଉନ୍ନତିକରଣ ପାଇଁ, ନିଆଯାଇଛି ଏକାଧିକ ପଦକ୍ଷେପ।

ସ୍ୱାୟତ୍ତ ଶାସନ ଦିବସରେ, ଏଭଳି ଘୋଷଣା କରିଛନ୍ତି, ମେୟର ସୁଲୋଚନା ଦାସ।

ରାଜଧାନୀର ୩୦ଟି ପବ୍ଲିକ୍  ଟଏଲେଟ୍ ରେ, STP ବ୍ୟବସ୍ଥା କରାଯାଇ ପାଣିକୁ ପୁନଃବ୍ୟବହାର, ଯୋଗ୍ୟ କରାଯିବ।

ଦାରୁଠେଙ୍ଗରେ ରାସ୍ତା, ପାର୍କ ଓ ଡ୍ରେନ୍  ଭଳି, ପ୍ରକଳ୍ପ ସହ ବସ୍ତିବାସିନ୍ଦାଙ୍କୁ, ସ୍ଥାୟୀ ଘର ଓ ଠିକଣା ଦେବା ଉପରେ, ମଧ୍ୟ ରହିଛି ଫୋକସ୍ ।

Related Articles

Back to top button