Uncategorized

ବିଜେପିରୁ ସସପେଣ୍ଡ ହେଲେ ପ୍ରକାଶ ପାଶୱାନ

ଭୁବନେଶ୍ୱର: ରାଜ୍ୟ ବିଜେପିରୁ ପ୍ରକାଶ ପାଇଛି ଏକ ବଡ଼ ଖବର। ଦଳବିରୋଧୀ କାର୍ଯ୍ୟାନୁଷ୍ଠାନ ପାଇଁ ରାଉରକେଲାର ଜଣାଶୁଣା ବିଜେପି ନେତା ପ୍ରକାଶ ପାଶୱାନଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ନିର୍ଦ୍ଦେଶକ୍ରମେ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଶାସନ ଓ ଦଳୀୟ ଅନୁଶାସନ ଭଙ୍ଗ ସହ ବିଶୃଙ୍ଖଳିତ ଆଚରଣ ଯୋଗୁଁ ତାଙ୍କୁ ସସପେଣ୍ଡ କରାଯାଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ପାନପୋଷ ସର୍କିଟ୍ ହାଉସ୍ ବୁକିଂ ଘଟଣାକୁ ନେଇ ପ୍ରକାଶ ପାଶୱାନ ନିକଟରେ ବେଶ୍ ଚର୍ଚ୍ଚାରେ ଥିଲେ।

Related Articles

Back to top button