
ଭୁବନେଶ୍ୱର ,ଆଉ ମନଇଛା ବାଲି ଖୋଳାଯାଇପାରିବନି, କି ସହଜ ହେବନି ବେଆଇନ୍ ଚାଲାଣ।
ନିଲାମ ହେବ ବାଲି ଖାଦାନ।ଏମଏସପି ଠାରୁ ଅଧିକ ଦରରେ ବିକ୍ରି ହୋଇ, ପାରିବନି ବାଲି।
ଖୁବ ଶୀଘ୍ର ପ୍ରଥମ ପର୍ଯ୍ୟାୟରେ ଇ-ଲଟେରୀ ଜରିଆରେ, ଶହେରୁ ଅଧିକ ଖାଦାନ ନିଲାମ ହେବ।
ପୂର୍ବରୁ କିଛି ସ୍ଥାନରେ ସରକାରୀ କାର୍ଯ୍ୟଦେଶ ଦେଖାଇ ,ଘରୋଇ କାର୍ଯ୍ୟରେ ବ୍ୟବହାର ପାଇଁ ପରମିଟ ନେଉଥିଲେ, ଏହା ନଜରକୁ ଆସିବା ପରେ କଡାକଡି କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ବାଲି ଚୋରା ଚାଲାଣ ଉପରେ ଲାଗିବ ରୋକ୍। ବନ୍ଦ ହେବ ମାଫିଆଙ୍କ, ମନମାନୀ।
ଆଉ ମନଇଛା ବାଲି ଖୋଳାଯାଇପାରିବନି କି ସହଜ ହେବନି, ବେଆଇନ୍ ଚାଲାଣ। ନିଲାମ ହେବ, ବାଲି ଖାଦାନ।




