ଶିକ୍ଷାସ୍ୱାସ୍ଥ୍ୟ

୨୬ ଦିନ ପରେ ଅନଶନ ଭାଙ୍ଗିଲେ ସୋନମ୍ ୱାଙ୍ଗଚୁକ୍।

ଭୁବନେଶ୍ୱର ,କେନ୍ଦ୍ର ଜେପି ନଡ୍ଡା ଓ ଜିତେନ୍ଦ୍ର ସିଂହଙ୍କ ଉପସ୍ଥିତିରେ, ଜଳପାନ କରି ନିଜର ଅନଶନ ଭାଙ୍ଗିଛନ୍ତି ସୋନମ୍।

ଏନେଇ ସୋସିଆଲ୍ ମିଡିଆ ‘X’ ରେ ପୋଷ୍ଟ କରି ୱାଙ୍ଗଚୁକ୍ କହିଛନ୍ତି, ସରକାରଙ୍କ ସହ ଦୀର୍ଘ ସମୟର ଆଲୋଚନା ଏବଂ ଦେଶରେ ସମ୍ଭାବ୍ୟ ହିଂସାତ୍ମକ ପରିସ୍ଥିତିକୁ ଏଡ଼ାଇବା ପାଇଁ, ସେ ଏହି ନିଷ୍ପତ୍ତି ନେଇଛନ୍ତି।

ସେ କହିଛନ୍ତି,ବିଭିନ୍ନ ସର୍ତ୍ତାବଳୀ ଉପରେ ଦୀର୍ଘ ସମୟ ଆଲୋଚନା ଏବଂ ଦେଶରେ ହିଂସାର ସମ୍ଭାବନାକୁ ଦୃଷ୍ଟିରେ ରଖି, ମୁଁ ଅନଶନରୁ ଅହରିଛି।

ମୁଁ ଖୁବ୍ ଶୀଘ୍ର ଅନ୍ୟ ଏକ ଭିଡିଓରେ ଏହିସବୁ ସର୍ତ୍ତ ବିଷୟରେ, ବିସ୍ତୃତ ଭାବରେ କହିବି।

ବିଭିନ୍ନ ରାଜନୈତିକ ଦଳର ୬୫ ଜଣ ସାଂସଦ ତାଙ୍କୁ, ସାକ୍ଷାତ କରି କିମ୍ବା ଚିଠି ଲେଖି, ଅନଶନ ଓହାରିବାକୁ ଆବେଦନ କରିଥିଲେ, ବୋଲି ସେ କହିଛନ୍ତି।

Related Articles

Back to top button