ସନ୍ନ୍ୟାସ ନେବା ପରେ, ରୋନାଲଡୋଙ୍କ ପ୍ରଥମ ପ୍ରତିକ୍ରିୟା

ଭୁବନେଶ୍ୱର ,ନିଜର ଆନ୍ତର୍ଜାତୀୟ କ୍ୟାରିୟରକୁ ମନେ ପକାଇ ରୋନାଲଡୋ ପୁର୍ତ୍ତଗାଲ ପାଇଁ, ହାସଲ କରିଥିବା ସଫଳତା ଗୁଡ଼ିକର ମଧ୍ୟ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, ‘ମୁଁ ପୁର୍ତ୍ତଗାଲ ପାଇଁ ତିନୋଟି ବଡ଼ ଖେତାବ ଜିତିଛି। କ୍ରିଷ୍ଟିଆନୋ ରୋନାଲଡୋଙ୍କ ପୂର୍ବରୁ ପୁର୍ତ୍ତଗାଲ ଗୋଟିଏ ହେଲେ ବି ଖେତାବ ଜିତିନଥିଲା। ଜାତୀୟ ଦଳର ସବୁଠାରୁ ବଡ଼ ଖେତାବ ହେଉଛି, ୨୦୧୬ର ୟୁରୋପୀୟ ଚାମ୍ପିଅନସିପ୍ ଏବଂ ସତ କହିବାକୁ ଗଲେ ତାହା ମୋ ପାଇଁ ବିଶ୍ୱକପ୍ ଜିତିବା ଭଳି ହିଁ ଏକ ବଡ଼ ସଫଳତା।’ ଫିଫା ବିଶ୍ୱକପ୍ ୨୦୨୬ର ରାଉଣ୍ଡ ଅଫ୍-୧୬ରେ ସ୍ପେନ୍ ବିପକ୍ଷରେ ପରାଜୟ ସହ ପୁର୍ତ୍ତଗାଲର ଯାତ୍ରା, ଶେଷ ହୋଇଛି। ଏହି ପରାଜୟ କୋଟି କୋଟି ଫୁଟବଲ୍ ପ୍ରଶଂସକଙ୍କୁ, ନିରାଶ କରିଛି, କିନ୍ତୁ ସବୁଠାରୁ ଅଧିକ ଚର୍ଚ୍ଚା କ୍ରିଷ୍ଟିଆନୋ ରୋନାଲଡୋଙ୍କୁ, ନେଇ ହେଉଛି। ୪୧ ବର୍ଷୀୟ ଏହି ଷ୍ଟାର୍ ଫୁଟବଲର ପୂର୍ବରୁ ହିଁ ସ୍ପଷ୍ଟ କରିସାରିଥିଲେ ଯେ ଏହା ତାଙ୍କ କ୍ୟାରିୟରର ଶେଷ ବିଶ୍ୱକପ୍ ହେବ। ତେବେ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିବା ପରେ ସେ ସ୍ପଷ୍ଟ କରିଛନ୍ତି ଯେ, ସେ ଏବେ ଫୁଟବଲ୍ରୁ ସନ୍ନ୍ୟାସ ନେବା ପାଇଁ ନିଷ୍ପତ୍ତି ନେଉନାହାନ୍ତି ଏବଂ ତରବରିଆ ଭାବେ କୌଣସି ନିର୍ଣ୍ଣୟ କରିବେ ନାହିଁ।ନିଜର ଆନ୍ତର୍ଜାତୀୟ କ୍ୟାରିୟରକୁ ମନେ ପକାଇ ରୋନାଲଡୋ ପୁର୍ତ୍ତଗାଲ ପାଇଁ, ହାସଲ କରିଥିବା ସଫଳତା ଗୁଡ଼ିକର ମଧ୍ୟ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, ‘ମୁଁ ପୁର୍ତ୍ତଗାଲ ପାଇଁ ତିନୋଟି ବଡ଼ ଖେତାବ ଜିତିଛି। କ୍ରିଷ୍ଟିଆନୋ ରୋନାଲଡୋଙ୍କ ପୂର୍ବରୁ ପୁର୍ତ୍ତଗାଲ ଗୋଟିଏ ହେଲେ ବି ଖେତାବ ଜିତିନଥିଲା। ଜାତୀୟ ଦଳର ସବୁଠାରୁ ବଡ଼ ଖେତାବ ହେଉଛି ୨୦୧୬ର ୟୁରୋପୀୟ ଚାମ୍ପିଅନସିପ୍ ଏବଂ ସତ କହିବାକୁ ଗଲେ ତାହା ମୋ ପାଇଁ ବିଶ୍ୱକପ୍ ଜିତିବା ଭଳି ହିଁ ଏକ ବଡ଼ ସଫଳତା।’




