ଅନ୍ୟାନ୍ୟଶିକ୍ଷା

ଶିକ୍ଷା କ୍ଷେତ୍ରରେ ଇଣ୍ଟରନେଟ୍‌ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା

ଭୁବନେଶ୍ୱର ,୨୦୧୯ରୁ ୨୦୨୧ ମଧ୍ୟରେ ଭାରତରେ ୩୩.୩% ମହିଳା, ଇଣ୍ଟରନେଟ୍‌ ବ୍ୟବହାର କରୁଥିବା ବେଳେ ୨୦୨୩-୨୪ରେ ସେମାନଙ୍କ ସଂଖ୍ୟା ୬୪.୩%ରେ ପହଞ୍ଚିଛି।ଶିକ୍ଷା କ୍ଷେତ୍ରରେ ଇଣ୍ଟରନେଟ୍‌ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବାରୁ, ଏପରି ଘଟୁଛି।ଦୁଇରୁ ୪ ବର୍ଷ ମଧ୍ୟରେ, ନାବାଳିକା ଇଣ୍ଟରନେଟ୍‌ ବ୍ୟବହାରୀଙ୍କ ସଂଖ୍ୟା ୨୦୧୯ରୁ ୨୦୨୧ ମଧ୍ୟରେ ୪୦.୧% ଥିବା ବେଳେ ତାହା ୨୦୨୩-୨୪ରେ ୪୭%ରେ ପହଞ୍ଚି ଥିଲା।  ଭାରତରେ ମହିଳା ଇଣ୍ଟରନେଟ୍‌ ବ୍ୟବହାରକାରୀଙ୍କ ସଂଖ୍ୟା ,ପାଖାପାଖି ଦ୍ବିଗୁଣିତ ହୋଇଥିବା, ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେର ରିପୋର୍ଟରୁ ଜଣାପଡ଼ିଛି।ସେହିପରି ୧୦ ବର୍ଷରୁ ଊର୍ଦ୍ଧ୍ବ ବାଳିକା ଇଣ୍ଟରନେଟ୍‌ ବ୍ୟବହାରକାରୀଙ୍କ ସଂଖ୍ୟା ସେହି ସମୟରେ, ୪୧%ରୁ ବଢ଼ି ୪୬.୪%ରେ ପହଞ୍ଚିଛି।

Related Articles

Back to top button