ଅନ୍ୟାନ୍ୟଜୀବନଶୈଳୀ

ଆଜି ସୁନା ଦରରେ ସାମାନ୍ୟ ବୃଦ୍ଧି

ଭୁବନେଶ୍ୱର,ସୁନା ଓ ରୂପାର ଦର ମଧ୍ୟ ଆକାଶଛୁଆଁ ହୋଇଛି।

ସୁନା ଦର ସବୁଠାରୁ ଅଧିକ ବେଗରେ ବଢ଼ୁଛି।

ଆଜି ସୁନା ଦରରେ ସାମାନ୍ୟ ବୃଦ୍ଧି ହୋଇଥିବାବେଳେ ରୂପା ଦର ସାମାନ୍ୟ କମିଛି।

ପେଟ୍ରୋଲ, ଡିଜେଲ, ସିଏନଜି ଠାରୁ ଆରମ୍ଭ କରି କ୍ଷୀର ଓ ଚିନି ପର୍ଯ୍ୟନ୍ତ ସବୁକିଛିର ଦାମ ବଢ଼ି ଯାଇଛି।

ସରକାରୀ ନୀତି ଏବଂ ବଜାରରେ ଅତ୍ୟଧିକ ଚାହିଦା ଯୋଗୁଁ ,ମଧ୍ୟ ଦରରେ ଏଭଳି ପରିବର୍ତ୍ତନ ଘଟୁଛି।

ଆମେରିକୀୟ ଡଲାର ତୁଳନାରେ, ଭାରତୀୟ ଟଙ୍କାର ମୂଲ୍ୟରେ ରେକର୍ଡ଼ ପତନ ଦେଖିବାକୁ ମିଳିଛି, ଯାହା ଫଳରେ ଭାରତରେ ସୁନା ଆମଦାନୀ ମୂଲ୍ୟ ବହୁତ ବଢ଼ିଯାଇଛି।

Related Articles

Back to top button