
ଭୁବନେଶ୍ୱର,ମୟୁରଭଞ୍ଜ ଠାକୁରମୁଣ୍ଡାରେ କାଳବୈଶାଖୀରେ, ଜଣଙ୍କ ଜୀବନ ଯାଇଛି।
ଗତକାଲି ଅପରାହ୍ନରେ, ହଠାତ ପ୍ରବଳ ପବନ ସହ ବର୍ଷା ହୋଇଥିଲା।
ଠାକୁରମୁଣ୍ଡା ବାଲିପୋଷି ଗାଁରେ ଜଣେ ନାବାଳିକା ମାଆଙ୍କ ସହ ଘରକୁ ଫେରୁଥିଲା।
କରଞ୍ଜିଆ ଠାକୁରମୁଣ୍ଡା ରାସ୍ତାରେ ଗଛ ପଡ଼ି, ଦୀର୍ଘ ସମୟ ଯାତାୟତ ବାଧାପ୍ରାପ୍ତ ହୋଇଛି।
ଠାକୁରମୁଣ୍ଡା ଅଞ୍ଚଳରେ ଅନେକ ଘର ମଧ୍ୟ,କ୍ଷତିଗ୍ରସ୍ତ ହୋଇଛି।
ହଠାତ୍ ଗଛର ଡାଳ ଭାଙ୍ଗି ପଡିଯିବାରୁ ଉଭୟ ଆହତ ହୋଇ, ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।




