ଅନ୍ୟାନ୍ୟସ୍ୱାସ୍ଥ୍ୟ

ଘରୋଇ ନର୍ସିଂ ହୋମରେ, ଅବ୍ୟବସ୍ଥା।

ଭୁବନେଶ୍ୱର ,ଘଣ୍ଟା ଘଣ୍ଟା ଧରି ବିଜୁଳି ରହୁ ନଥିବାରୁ, ହଇରାଣ ହେଉଛନ୍ତି ରୋଗୀ।

ବିନା ବିଜୁଳିରେ ଦୀର୍ଘ ସମୟ ଧରି ଛଟପଟ ହେଉଛନ୍ତି ପ୍ରସୂତି।

ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଏହି ଘରୋଇ ନର୍ସିଂ ହୋମ କେବଳ ପ୍ରସୂତି ମାନଙ୍କୁ ପ୍ରସବ କରାଇବା ପାଇଁ ଭର୍ତ୍ତି କରାଯାଇଥାଏ।

ଢେଙ୍କାନାଳ ସହର ସ୍ଥିତ ଘରୋଇ ନର୍ସିଂ ହୋମରେ, ଅବ୍ୟବସ୍ଥା।

ରୋଗୀଙ୍କ ସମ୍ପର୍କୀୟମାନେ ଅଭିଯୋଗ ପରେ ତରବର ହୋଇ, ଇଲେକ୍ଟ୍ରିସିଆନ ଡାକି ବିଦ୍ୟୁତ କାର୍ଯ୍ୟ ଆରମ୍ଭ କରିଥିଲେ ନର୍ସିଂହୋମ୍ କର୍ତ୍ତୃପକ୍ଷ ।

ଅନ୍ୟପଟେ ଏନେଇ ଘରୋଇ ନର୍ସିଂ ହୋମ କର୍ତ୍ତୃପକ୍ଷଙ୍କ ତରଫରୁ, କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

ଏହାସହ ରୋଗୀଙ୍କୁ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦିଆଯାଉ ନଥିବା, ଅଭିଯୋଗ ହୋଇଛି।

Related Articles

Back to top button