ଅନ୍ୟାନ୍ୟଓଡ଼ିଶା

ଆଜିଠାରୁ ରତ୍ନଭଣ୍ଡାର ଗଣତି

 ଭୁବନେଶ୍ୱର ,ଆଜିଠାରୁ ରତ୍ନଭଣ୍ଡାର ଗଣତି ଆରମ୍ଭ ହେବ।

ବୁଧବାର ଏବଂ ଶୁକ୍ରବାର ବନ୍ଦ ରହିବ ଗଣତି କାର୍ଯ୍ୟ।

ଗଣତି ପ୍ରକ୍ରିୟା ସମୟରେ ସହଯୋଗ ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ।

ପରେ ୨୬ ତାରିଖରୁ ଆରମ୍ଭ ହୋଇ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ ଗଣତି ପ୍ରକ୍ରିୟା।

ମହାପ୍ରଭୁଙ୍କ ନୀତିାକନ୍ତିରେ ଯେପରି କୌଣସି ବାଧା ସୃଷ୍ଟି ନହୁଏ ସେହିଭଳି ବ୍ୟବସ୍ଥା କରାଯାଇଛି।

ମଧ୍ୟାହ୍ନ ଧୂପ ଶେଷ ହେବା ପରେ ଆରମ୍ଭ ହେବ ଗଣତି ପ୍ରକ୍ରିୟା।

Related Articles

Back to top button