
ଭୁବନେଶ୍ୱର ,ମଧ୍ୟପ୍ରଦେଶ ରତଲାମ ଷ୍ଟେସନ, ନିକଟ ଲୁନି ରିଚ ଏବଂ ବିକ୍ରମଗଡ଼ ଆଲୋଟ ରେଳ ଷ୍ଟେସନ ମଧ୍ୟରେ, ନିଆଁ ଲାଗିଥିଲା।
ଥିରୁଅନନ୍ତପୁରମ-ହଜରତ, ନିଜାମୁଦ୍ଦିନ ରାଜଧାନୀ ଏକ୍ସପ୍ରେସ୍ ରେ ନିଆଁ।
ହୁତୁ ହୁତୁ ହୋଇ, ଜଳିଗଲା B-1 କୋଚ୍।
ଅଗ୍ନିକାଣ୍ଡ ଯୋଗୁଁ ଦିଲ୍ଲୀ-ମୁମ୍ବାଇ ରୁଟ୍ ରେ, ଟ୍ରେନ୍ ଚଳାଚଳ, ପ୍ରଭାବିତ ହୋଇଛି।
ନିଆଁ ଲିଭା କାର୍ଯ୍ୟ ଜାରି ରହିଛି।କୋଚ୍ ରେ ୬୮ ଯାତ୍ରୀ ଥିଲେ, ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।




