ଅନ୍ୟାନ୍ୟରାଜନୀତି

ଭି.ଡି. ସତୀଶନ କେରଳମର ନୂଆ ମୁଖ୍ୟମନ୍ତ୍ରୀ।

ଭୁବନେଶ୍ୱର,ଭିଡି ସତୀଶନ ହେବେ କେରଳମର ନୂଆ ମୁଖ୍ୟମନ୍ତ୍ରୀ। ୨୦୦୧ରୁ ଲଗାତାର ଭାବେ ନିର୍ବାଚିତ ହେଉଛନ୍ତି।

କଂଗ୍ରେସ ବିଧାୟକ ଦଳ ବୈଠକରେ ସତୀଶନଙ୍କ ନାଁରେ, ବାଜିଛି ମୋହର।

ନର୍ଥ ପାରାଭୁର ଆସନରୁ ବିଧାୟକ ଅଛନ୍ତି, ସତୀଶନ। ସେ ୬ ଥରର ବିଧାୟକ ହୋଇଥିବାବେଳେ ୨୦୦୧ରୁ ଲଗାତାର ଭାବେ ନିର୍ବାଚିତ ହେଉଛନ୍ତି।

ସତୀଶନ ,ଛାତ୍ର ରାଜନୀତିରୁ କ୍ୟାରିୟର ଆରମ୍ଭ କରିଥିଲେ,ସତୀଶନ କେରଳମରେ କଂଗ୍ରେସ ସଂଗଠନକୁ ସୁଦୃଢ କରିବାରେ ପ୍ରମୁଖ ଭୂମିକା ନିଭାଇଥିଲେ।

ମୁଖ୍ୟମନ୍ତ୍ରୀ ଦୌଡ଼ରେ କଂଗ୍ରେସର ବରିଷ୍ଠ ନେତା କେ. ସି. ବେଣୁଗୋପାଳ, ଏବଂ ରମେଶ ଚେନ୍ନିତାଲା ମଧ୍ୟ ସାମିଲ ଥିଲେ।

ମାତ୍ର ସମସ୍ତଙ୍କୁ ପଛରେ ପକାଇ ମୁଖ୍ୟମନ୍ତ୍ରୀ ମୁକୁଟ ପିନ୍ଧିଛନ୍ତି ସତୀଶନ।

Related Articles

Back to top button