ଅନ୍ୟାନ୍ୟଅପରାଧ

ଛତିଶଗଡ଼ ଜିଲ୍ଲା ନାରାୟଣପୁର ପୋଲିସକୁ ବଡ଼ ସଫଳତା।

ଭୁବନେଶ୍ୱର ,ଛତିଶଗଡ଼ ମହାରାଷ୍ଟ୍ର ସୀମାନ୍ତ ଆବୁଝମାଡ ଜଙ୍ଗଲରୁ ଜବତ ହୋଇଛି ଅସ୍ତ୍ରଶସ୍ତ୍ର।

ଅଟୋ-ମେକାନିକାଲ୍ ଅସ୍ତ୍ରଶସ୍ତ୍ର ସମେତ ୧ କୋଟି ୧୬ଲକ୍ଷ  କୋଟି ଟଙ୍କା ନଗଦ ଜବତ କରିଛି।

ତିନୋଟି AK ୪୭, ତିନୋଟି SLR, ଦୁଇଟି ୩୦୩ ଭର୍ମର ଏବଂ ଅନ୍ୟାନ୍ୟ ସ୍ୱଦେଶୀ ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି।

ଆତ୍ମସମର୍ପଣ କରିଥିବା ନକ୍ସଲମାନଙ୍କ ସୂଚନା ପରେ ଆବୁଝମାଡର ମହାରାଷ୍ଟ୍ର ସୀମାରେ ଏହି ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି।

ଗତ ଦୁଇ ବର୍ଷ ମଧ୍ୟରେ ୨୬୫ ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି।ବହୁ ପରିମାଣରେ ସ୍ୱଦେଶୀ ଅସ୍ତ୍ରଶସ୍ତ୍ର BZI ରକେଟ ଏବଂ ଲଞ୍ଚର୍, ଇଲେକ୍ଟ୍ରୋନିକ୍ ବୋମା ଉପକରଣ ଏବଂ ଅନ୍ୟାନ୍ୟ ସାମଗ୍ରୀ ଉଦ୍ଧାର କରାଯାଇଛି।

ଛତିଶଗଡ଼ ଜିଲ୍ଲା ନାରାୟଣପୁର ପୋଲିସକୁ ବଡ଼ ସଫଳତା।

Related Articles

Back to top button