ଜାତୀୟଶିକ୍ଷା

ଏଥର ମାଗଣାରେ ହେବ ନିଟ୍ ପରୀକ୍ଷା

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ;   NEET ପରୀକ୍ଷା ବାତିଲ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି NTA ଡିଜି ଅଭିଷେକ ସିଂ । ମେ ୭ ତାରିଖ ରାତିରେ ପ୍ରଶ୍ନ ଲିକ୍ ହୋଇଛି ବୋଲି ସୂଚନା ପାଇଥିଲୁ । ନିଟ୍ ପରୀକ୍ଷା ୩ ତାରିଖରେ ଶେଷ ହୋଇଥିଲା । ହ୍ୱାଟସଆପରେ ମିଳିଥିବା ପ୍ରଶ୍ନଗୁଡିକୁ ଆମେ ଯାଞ୍ଚ କରି ପ୍ରଶ୍ନ ଲିକ୍ ହୋଇଛି ବୋଲି ନିଶ୍ଚିତ ହୋଇଥିଲୁ । ଆମେ ଭାରତର ୫ ହଜାର ୪୩୨ଟି କେନ୍ଦ୍ରରେ ସ୍ୱଚ୍ଛତାର ସହିତ ପରୀକ୍ଷା କରିଥିଲୁ । ଏବେ ପ୍ରଶ୍ନ ଲିକ୍ ମାମଲାର ତଦନ୍ତ ସିବିଆଇ କରୁଛି । ଖୁବଶୀଘ୍ର ଦୋଷୀଙ୍କୁ ଧରାଯାଇ ଦଣ୍ଡ ଦିଆଯିବ ।

ଛାତ୍ରଛାତ୍ରୀଙ୍କ ପାଇଁ NTA କେଉଁ ପଦକ୍ଷେପ ଗ୍ରହଣ କରିଛି ଲିଙ୍କ୍ ଉପରେ କ୍ଲିକ୍ କରି ଭିଡିଓ ଦେଖନ୍ତୁ –

 

Related Articles

Back to top button