ଓଡ଼ିଶାରାଜନୀତିସ୍ୱାସ୍ଥ୍ୟ

ରାସ୍ତା କଡ଼ରେ ରଖି ପାରିବେନି ଟ୍ରକ୍

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ;  ସଡ଼କ ଦୁର୍ଘଟଣା ରୋକିବାକୁ ଅଣ୍ଟା ଭିଡିଛନ୍ତି ଓଡ଼ିଶା ସରକାର । ରାସ୍ତା କଡ଼ରେ ଆଉ ରଖି ପାରିବେନି ଟ୍ରକ୍  । ଏଣିକି ଟ୍ରକ୍ ସବୁ ଟର୍ମିନାଲରେ ରଖାଯିବ । ଏହାଦ୍ୱାରା ରାସ୍ତାରୁ ଭିଡ କମିବା ସହିତ ଦୁର୍ଘଟଣା କମିବ । ଏ ନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ସେହିପରି ଭୁବନେଶ୍ୱର ପଳାଶୁଣି ଛକ ଠାରେ ହେଉଥିବା ଭିଡ଼ କମାଇବାକୁ ପୂର୍ତ୍ତ ବିଭାଗ ସହ ଆଲୋଚନା ହୋଇଥିବା କହିଛନ୍ତି ପରିବହନ ମନ୍ତ୍ରୀ ।

Related Articles

Back to top button