ଅନ୍ତର୍ଜାତୀୟଅନ୍ୟାନ୍ୟ

NASM-SRର ପ୍ରଥମ ସାଲଭୋ ଲଞ୍ଚ ସଫଳ ହୋଇଛି।

ଭୁବନେଶ୍ୱର ,ଭାରତୀୟ ନୌସେନା ଆର୍ସେନାଲ୍‌ରେ ସାମିଲ ହେଲା ଆଉ ଏକ ବ୍ରହ୍ମାସ୍ତ୍ର।

ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ସଫଳତାର ସହ ଗର୍ଜିଛି ଆଣ୍ଟି-ସିପ୍ ମିସାଇଲ୍ NASM-SR।….

ପ୍ରଥମ ଥର ପାଇଁ ଏକ ହେଲିକପ୍ଟରରୁ ଏକା ସାଙ୍ଗରେ ଦୁଇଟି ମିସାଇଲ୍ ଲଞ୍ଚ କରାଯାଇଛି, ଯାହାକୁ କୁହାଯାଉଛି ‘ସାଲଭୋ ଲଞ୍ଚ୍’।

DRDO ଏବଂ ଭାରତୀୟ ନୌସେନାର ଏହି ମିଳିତ ପରୀକ୍ଷଣ ପ୍ରତିରକ୍ଷା କ୍ଷେତ୍ରରେ, ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛି।

ଏହି ସଫଳତା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ DRDO ଏବଂ ନୌସେନାକୁ ଶୁଭେଚ୍ଛା ଜଣାଇବା ସହ ଭାରତର, ସୁରକ୍ଷା କବଚ ଆହୁରି ମଜବୁତ ହୋଇଥିବା କହିଛନ୍ତି। ଏବେ ସମୁଦ୍ରରେ ଭାରତର ନଜରରୁ ବର୍ତ୍ତିବା

ସମୁଦ୍ର ଭିତରେ ଶତ୍ରୁ ଜାହାଜକୁ ଖୋଜି ଖୋଜି ତା’ର ତଳ ଭାଗକୁ ଚୁରମାର କରିଦେବାର ଅଦ୍ଭୁତ କ୍ଷମତା ରଖିଛି, ଏହି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ମିସାଇଲ୍।

Related Articles

Back to top button