ଜାତୀୟଶିକ୍ଷା

ହୋମଗାର୍ଡ ପରୀକ୍ଷାରେ UPSC ପ୍ରଶ୍ନ….

ଭୁବନେଶ୍ୱର, ହୋମଗାର୍ଡ ପରୀକ୍ଷାରେ UPSC ଭଳି ଉଚ୍ଚସ୍ତରୀୟ ପ୍ରଶ୍ନ ଆସିଥିବା କହି, ପରୀକ୍ଷାର୍ଥୀ କ୍ଷୋଭ ପ୍ରକାଶ କରିଛନ୍ତି ।

ହୋମଗାର୍ଡ ନିଯୁକ୍ତି ପାଇଁ ପରୀକ୍ଷା ଶେଷ ହେବା ପରେ ପରୀକ୍ଷାର୍ଥୀମାନେ ବଡ଼ ଅଭିଯୋଗ ଆଣିଛନ୍ତି ।

U P ରୁ ଆସିଛି ଏ ଘଟଣା । ଏମିତିକି ସୋସିଆଲ ମିଡିଆରେ, ଅନେକ ଭିଡିଓ ପରୀକ୍ଷାର୍ଥୀମାନେ, ପୋଷ୍ଟ କରୁଥିବା ଦେଖିବାକୁ ମିଳୁଛି ।

ଆଉ କଟ-ଅଫ୍ ଓ ମାଇନସ୍ ମାର୍କିଂକୁ ନେଇ ମଧ୍ୟ ପ୍ରଶ୍ନ କରୁଛନ୍ତି ।

PCS ସ୍ତରରୁ ଆସିଥିଲା ୭୫ ପ୍ରତିଶତ କୋଶ୍ଚିନ….  Exam ହଲରୁ ବାହାରିବା ପରେ, ପରୀକ୍ଷାର୍ଥୀ କଲେ ବିସ୍ଫୋରଣ ।

ଆଜିର ଦିନରେ ଚାକିରି ଖଣ୍ଡିଏ ପାଇଁ ଯୁବପିଢ଼ି ଯେମିତି ପ୍ରତି ମୁହୂର୍ତ୍ତରେ ପରୀକ୍ଷା ଦେଉଛନ୍ତି ।

Related Articles

Back to top button