ଓଡ଼ିଶାରାଜନୀତି

୩୩% ମହିଳା ସଂରକ୍ଷଣ ବିଲ୍ ସମ୍ପର୍କରେ ବିରୋଧୀଙ୍କ ଦୋ ମୁହାଁ ନୀତି: ନଗର ଉନ୍ନୟନ ମନ୍ତ୍ରୀ

ମୋବାଇଲ ନ୍ୟୁଜ୍ 24×7 ବ୍ୟୁରୋ,  ଓଡ଼ିଶା ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଗୁରୁବାର ଅନୁଷ୍ଠିତ । ଏହି ଦିନିକିଆ ଅଧିବେଶନରେ ମହିଳା ସଂରକ୍ଷଣ ବିଲ୍ ସମ୍ପର୍କରେ ଆଲୋଚନା ହେବ ବୋଲି କୁହାଯାଉଛି । ବିରୋଧୀ ଏହି ଅଧିବେଶନ ବିରୋଧୀଙ୍କୁ ନିନ୍ଦା କରିବା ପାଇଁ ଡକାଯାଇଛି ବୋଲି ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ କହିଥିବା ବେଳେ ଗୃହରେ ଅନ୍ୟ ପ୍ରସଙ୍ଗ ସମ୍ପର୍କରେ ମଧ୍ୟ ଆଲୋଚନା କରିବା ପାଇଁ କଂଗ୍ରେସ ଦାବି କରିଛି ।

ସେପଟେ ୩୩% ମହିଳା ସଂରକ୍ଷଣ ବିଲ୍ ସମ୍ପର୍କରେ ବିରୋଧୀ ଦୋ ମୁହାଁ ନୀତି ଆପଣାଇଛନ୍ତି । ଆମ ବିଲ୍ ପାଇଁ ବିରୋଧୀଙ୍କର ପୋଡ଼ିଛି ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।

ସମ୍ପୂର୍ଣ୍ଣ ଖବର ଜାଣିବା ପାଇଁ ତଳେ ଦିଆଯାଇଥିବା ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ –

Related Articles

Back to top button