ଅନ୍ତର୍ଜାତୀୟବାଣିଜ୍ୟ

ଆଜି ପୁଣି ବଢିଗଲା ରୁପା ଦର

ଭୁବନେଶ୍ୱର,ଆଜି ସୁନା ଦର ଅପରିବର୍ତ୍ତିତ ରହି ୨୪ କ୍ୟାରେଟ୍ ସୁନା ଦର ୧ ଲକ୍ଷ ୫୪ ହଜାର ୦୪୦ ଟଙ୍କା ଅଛି।

୨୨ କ୍ୟାରେଟ୍ ସୁନା ଦର ୧ ଲକ୍ଷ ୪୧ ହଜାର ୨୦୦ ଟଙ୍କା ରହିଛି। ୧୮ କ୍ୟାରେଟ୍ ସୁନା ଦର ୧ ଲକ୍ଷ ୧୫ ହଜାର ୫୩୦ ଟଙ୍କା ଅଛି।

ସେହିପରି ରୁପା ଦର ୧ କେଜି ପିଛା ୫ ହଜାର ଟଙ୍କା ବଢି ୨ ଲକ୍ଷ ୭୦ ହଜାର ଟଙ୍କା ରହିଛି।

ଆଜି ବଜାରରେ ସୁନା ମୂଲ୍ୟ ଅପରିବର୍ତ୍ତିତ ରହିଥିବା ବେଳେ, ରୁପା ଦର ବୃଦ୍ଧି ପାଇଛି। ମୁମ୍ବାଇ ରେ ୨୪ କ୍ୟାରେଟ- ୧୫,୧୫୪ ଟଙ୍କା, ୨୨ କ୍ୟାରେଟ୍- ୧୫,୧୨୩ ଟଙ୍କା,କୋଲକାତା ରେ,୨୪ କ୍ୟାରେଟ- ୧୫,୧୫୪ ଟଙ୍କା, ୨୨ କ୍ୟାରେଟ୍- ୧୪,୦୯୬ ଟଙ୍କା….

ଅହମ୍ମଦାବାଦ ରେ,୨୪ କ୍ୟାରେଟ- ୧୫,୧୫୭ ଟଙ୍କା, ୨୨ କ୍ୟାରେଟ୍- ୧୪,୧୨୩ ଟଙ୍କା

Related Articles

Back to top button