ଅନ୍ୟାନ୍ୟମନୋରଞ୍ଜନ

ସଲମାନ ଖାନଙ୍କ ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ

ଭୁବନେଶ୍ୱର,ବଲିଉଡ ଅଭିନେତା ସଲମାନ ଖାନ କେବଳ ତାଙ୍କ ଫିଲ୍ମ ପାଇଁ ନୁହେଁ ବରଂ ତାଙ୍କ ଫ୍ୟାଶନ୍ ପାଇଁ ମଧ୍ୟ ଜଣାଶୁଣା। ସଲମାନ ଖାନଙ୍କର ଏକ ସ୍ୱତନ୍ତ୍ର ଷ୍ଟାଇଲ୍ ଏବଂ ସ୍ୱାଗ୍ ଅଛି ଏବଂ ତାଙ୍କ ପ୍ରଶଂସକମାନେ, ତାଙ୍କ ଫ୍ୟାଶନ୍ ପସନ୍ଦକୁ ଉତ୍ସାହର ସହିତ ଅନୁସରଣ କରନ୍ତି। ନିକଟରେ ସଲମାନ ପିନ୍ଧିଥିବା ଏକ ଜୋତାର ଭିଡିଓ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସଲମାନ ଖାନଙ୍କ ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହୋଇଛି। ଏହି ଭିଡିଓରେ ସଲମାନ ଖାନଙ୍କ ଜୋତା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। କ୍ଲିପରେ ‘ଭାଇଜାନ’ ଏକ ଜୋତା ପିନ୍ଧିଥିବା ଦେଖାଯାଇଥିଲା ଯାହା ଛିଣ୍ଡି ଯାଇଥିବା ପରି, ଦେଖାଯାଉଥିଲା। ମାତ୍ର ତାହା ଛିଣ୍ଡା ନୁହେଁ ବରଂ ସେହି ଜୋତାର ଦାମ୍ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ଥିଲା।ସଲମାନ ଖାନଙ୍କ ଫଟା ଜୋତା ଏବେ, ବେଶ ଚର୍ଚ୍ଚାରେ ରହିଛି। ‘ଭାଇଜାନ’ ଙ୍କ ଏହି ଫଟା ଜୋତାର ମୂଲ୍ୟ ଲକ୍ଷ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି।

Related Articles

Back to top button